ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହଲାଇବାର ପ୍ରକ୍ରିୟା
ଉଦାହରଣ : ଗଛକୁ ହଲାଇଲେ ଫଳ ତଳେ ପଡ଼ିବ
ସମକକ୍ଷ : ଦୋହଲାଇବା
हिलाने की क्रिया।
Causing to move repeatedly from side to side.
ଅର୍ଥ : ଦୋଳାୟମାନ କରିବା
ଉଦାହରଣ : ଲହରୀଗୁଡ଼ିକ ତାକୁ ଆଗପଛ ଝୁଲାଉଥିଲା ଗରମଯୋଗୁଁ କଷ୍ଟ ଅନୁଭବ କରି ନୀରଜ ପଙ୍ଖା ହଲାଇବାକୁ ଲାଗିଲା
ସମକକ୍ଷ : ଝୁମାଇବା, ଝୁଲାଇବା
चलायमान करना या किसी प्रकार की या किसी रूप में गति देना।
Move or cause to move back and forth.
ଅର୍ଥ : ହଲାଇବାର କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ : ଆମ୍ବ ତୋଳାଇବାପାଇଁ ମାଲିକ ଚାକରଦ୍ୱାରା ଗଛ ହଲାଇଲେ
हिलाने का काम दूसरे से कराना।
ଅର୍ଥ : ହଲେଇବା
ଉଦାହରଣ : ଶ୍ୟାମ ଫଳ ତୋଳିବା ପାଇଁ ଗଛକୁ ଦୋହଲାଉଛି
ସମକକ୍ଷ : ଦୋହଲାଇବା, ଦୋହଲେଇବା, ହଲେଇବା
हरकत देना या कुछ ऐसा करना जिससे कुछ या कोई हिले या किसी को हिलने में प्रवृत्त करना।
ଅର୍ଥ : ପବନରେ ହଲିବାପାଇଁ ପ୍ରବୃତ୍ତ କରିବା
ଉଦାହରଣ : ପ୍ରଧାନାଚାର୍ଯ୍ୟ ପ୍ରତିଯୋଗିତା ଆରମ୍ଭ କରିବାପାଇଁ ଝଣ୍ଡା ହଲାଇଲେ
हवा में लहरने में प्रवृत्त करना या ऐसा करना कि हवा में लहरे।
Raise.