ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜ୍ଞାତହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜ୍ଞାତହେବା   କ୍ରିୟାପଦ

ଅର୍ଥ : କୌଣସି କାର୍ଯ୍ୟ ଆରମ୍ଭ ହେଲାଭଳି ପ୍ରତୀତହେବା ବା ଜଣାପଡ଼ିବା

ଉଦାହରଣ : ଏଭଳି ଲାଗିଲା ଯେ ସେ କିଛି କହିବ,କିନ୍ତୁ ସେ କିଛି କହିଲାନାହିଁ

ସମକକ୍ଷ : ଅବଗତ ହେବା, ଜଣାପଡ଼ିବା, ପ୍ରତୀତ ହେବା, ବୋଧହେବା, ଲାଗିବା

* कोई कार्य शुरू करते हुए प्रतीत होना या जान पड़ना।

ऐसा लगा कि वह कुछ बोलेगी पर वह बोली नहीं।
लगना

Appear to begin an activity.

He made to speak but said nothing in the end.
She made as if to say hello to us.
make