ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଣାପଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଣାପଡ଼ିବା   କ୍ରିୟାପଦ

ଅର୍ଥ : ଦେଖିକି ବା ଅନୁମାନରେ କିଛି ଅନୁଭବ କରିବା

ଉଦାହରଣ : ମୋତେ ଲାଗୁଛି, ଏବେ ସେ ଆସିବ ନାହିଁ

ସମକକ୍ଷ : ମାଲୁମ ପଡ଼ିବା, ଲାଗିବା

देखकर या अनुमान से कुछ महसूस करना।

मुझे लग रहा है कि अब वह नहीं आएगा।
झलकना, प्रतीत होना, मालूम पड़ना, मालूम होना, लगना

Appear to exist.

There seems no reason to go ahead with the project now.
seem

ଅର୍ଥ : କୌଣସି କାର୍ଯ୍ୟ ଆରମ୍ଭ ହେଲାଭଳି ପ୍ରତୀତହେବା ବା ଜଣାପଡ଼ିବା

ଉଦାହରଣ : ଏଭଳି ଲାଗିଲା ଯେ ସେ କିଛି କହିବ,କିନ୍ତୁ ସେ କିଛି କହିଲାନାହିଁ

ସମକକ୍ଷ : ଅବଗତ ହେବା, ଜ୍ଞାତହେବା, ପ୍ରତୀତ ହେବା, ବୋଧହେବା, ଲାଗିବା

* कोई कार्य शुरू करते हुए प्रतीत होना या जान पड़ना।

ऐसा लगा कि वह कुछ बोलेगी पर वह बोली नहीं।
लगना

Appear to begin an activity.

He made to speak but said nothing in the end.
She made as if to say hello to us.
make