ଅର୍ଥ : ବୁଦ୍ଧିଦ୍ୱାରା ପ୍ରାପ୍ତ ହେଉଥିବା ଜ୍ଞାନ
ଉଦାହରଣ :
ସବୁ ବ୍ୟକ୍ତିଙ୍କର ବୁଝିବା ଭିନ୍ନ ହୋଇଥାଏ ମୋର ବୁଝିବାରେ ଆପଣଙ୍କ କଥା ଠିକ୍
ସମକକ୍ଷ : ବୁଝିବା
ଅର୍ଥ : ଜ୍ଞାନେନ୍ଦ୍ରିୟଦ୍ୱାରା ଜାଣିବା
ଉଦାହରଣ :
ଅନ୍ଧ ମହିଳା ଧ୍ୱନିରୁ ହିଁ ନିଜ ପୁଅକୁ ଚିହ୍ନିପାରେ
ସମକକ୍ଷ : ଚିହ୍ନିବା
ଅର୍ଥ : କୌଣସି ଜିନିଷ ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣିବା
ଉଦାହରଣ :
ଏହି ଦୁଇଟି ଜିନିଷ ମଧ୍ୟରେ ଠିକ୍ ଓ ଭୁଲ୍କୁ ଚିହ୍ନ
ସମକକ୍ଷ : ଚିହ୍ନିବା
ଅର୍ଥ : ଅନୁଭବ ବା ସମ୍ବେଦନା ଆଦିରେ ଜ୍ଞାନ ପ୍ରାପ୍ତ କରିବା
ଉଦାହରଣ :
ପ୍ରସବ ବେଦନା ବାଞ୍ଝ କି ଜାଣେ
ସମକକ୍ଷ : ବୁଝିବା
ଅର୍ଥ : କୌଣସି ବ୍ୟକ୍ତି ବା ବସ୍ତୁକୁ ଦେଖିବା ମାତ୍ରେ ତାହା କିଏ ବା କଣ ବୋଲି ଜାଣିବା
ଉଦାହରଣ :
ମୁଁ ତାଙ୍କୁ ଆଗରୁ ଚିହ୍ନିଥିଲି
ସମକକ୍ଷ : ଚିହ୍ନିବା
ଅର୍ଥ : ଅଭିଜ୍ଞ କିମ୍ବା ପରିଚିତ ହେବା
ଉଦାହରଣ :
ସଂସାରରେ ଯେକୌଣସି ବ୍ୟକ୍ତି ସବୁ ବିଷୟ ଭଲ ଭାବରେ ଜାଣନ୍ତି ନାହିଁ ମୁଁ ଏବେ ଜାଣିଲି ଯେ ସେ ଲେଖାପଢ଼ା ଜାଣେନାହିଁ
ସମକକ୍ଷ : ଅଭିଜ୍ଞ ହେବା, ଜ୍ଞାନ ହେବା, ପରିଚିତ ହେବା
ଅର୍ଥ : କୌଣସି ବ୍ୟକ୍ତି, ବସ୍ତୁ ଆଦି ସହ ପୂର୍ବରୁ ପରିଚିତ ହେବା
ଉଦାହରଣ :
ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି
ସମକକ୍ଷ : ଚିହ୍ନିବା
ଅର୍ଥ : କୌଣସି ପ୍ରଣାଳୀ ବା ପ୍ରକ୍ରିୟାର ଅନୁସରଣ କରିବା ବା କୌଣସି ମାର୍ଗ ଆପଣେଇବା
ଉଦାହରଣ :
ଏହି ଖବର ଆପଣଙ୍କଦ୍ୱାରା ଜାଣିଲି ସେ ଅନେକ ସମସ୍ୟା ଅଙ୍ଗେ ନିଭେଇଛି
ସମକକ୍ଷ : ଅଙ୍ଗେ ନିଭେଇବା, ଅନୁଭବ କରିବା, ଉପଲବ୍ଧି କରିବା
ଅର୍ଥ : କୌଣସି ଗୁଣକୁ ଦର୍ଶାଇବା ବା ଯେପରି କଲେ କାହାରି ମହତ୍ତ୍ୱ,ଗୁଣ ଆଦି ପ୍ରକାଶିତ ହୁଏ
ଉଦାହରଣ :
ବେଶପୋଷାକରୁ ଯେ ମଣିଷକୁ ଚିହ୍ନିବା, ମୁଁ ଏକଥା ମାନିବିନାହିଁ
ସମକକ୍ଷ : ଚିହ୍ନିବା