ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିହ୍ନିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିହ୍ନିବା   ବିଶେଷ୍ୟ

ଅର୍ଥ : ଚିହ୍ନିପାରିବାର ପ୍ରକ୍ରିୟା ବା ଭାବ

ଉଦାହରଣ : ତମ୍ବାକୁ ଚିହ୍ନିବା ପ୍ରସ୍ତର ଯୁଗରୁ ହିଁ ହେଇଯାଇଥିଲା

पहचानने की क्रिया या भाव।

उसे मूँग और मसूर की पहचान नहीं है।
अभिज्ञा, अभिज्ञान, पहचान, पहिचान

The process of recognizing something or someone by remembering.

A politician whose recall of names was as remarkable as his recognition of faces.
Experimental psychologists measure the elapsed time from the onset of the stimulus to its recognition by the observer.
identification, recognition

ଚିହ୍ନିବା   କ୍ରିୟାପଦ

ଅର୍ଥ : ଜ୍ଞାନେନ୍ଦ୍ରିୟଦ୍ୱାରା ଜାଣିବା

ଉଦାହରଣ : ଅନ୍ଧ ମହିଳା ଧ୍ୱନିରୁ ହିଁ ନିଜ ପୁଅକୁ ଚିହ୍ନିପାରେ

ସମକକ୍ଷ : ଜାଣିବା

ज्ञानेंद्रियों से बोध होना।

अंधी महिला ने आवाज से ही अपने बेटे को पहचाना।
चीन्हना, जानना, पहचानना

ଅର୍ଥ : କୌଣସି ଜିନିଷ ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣିବା

ଉଦାହରଣ : ଏହି ଦୁଇଟି ଜିନିଷ ମଧ୍ୟରେ ଠିକ୍ ଓ ଭୁଲ୍‌କୁ ଚିହ୍ନ

ସମକକ୍ଷ : ଜାଣିବା

अंतर समझना।

सही और गलत को पहचानो।
पहचानना

Be able to distinguish, recognize as being different.

The child knows right from wrong.
know

ଅର୍ଥ : କୌଣସି ବ୍ୟକ୍ତି ବା ବସ୍ତୁକୁ ଦେଖିବା ମାତ୍ରେ ତାହା କିଏ ବା କଣ ବୋଲି ଜାଣିବା

ଉଦାହରଣ : ମୁଁ ତାଙ୍କୁ ଆଗରୁ ଚିହ୍ନିଥିଲି

ସମକକ୍ଷ : ଜାଣିବା

किसी वस्तु अथवा व्यक्ति को देखते ही जान लेना कि यह कौन या क्या है।

मैं उनका लिबास देखकर पहचान गई कि वे वकील हैं।
चीन्हना, जानना, पहचानना

ଅର୍ଥ : କୌଣସି ବ୍ୟକ୍ତି, ବସ୍ତୁ ଆଦି ସହ ପୂର୍ବରୁ ପରିଚିତ ହେବା

ଉଦାହରଣ : ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି

ସମକକ୍ଷ : ଜାଣିବା

किसी व्यक्ति, वस्तु आदि से पूर्व परिचित होना।

मैं उसे दस साल से पहचानती हूँ।
चीन्हना, जानना, पहचानना

Be familiar or acquainted with a person or an object.

She doesn't know this composer.
Do you know my sister?.
We know this movie.
I know him under a different name.
This flower is known as a Peruvian Lily.
know

ଅର୍ଥ : କୌଣସି ଗୁଣକୁ ଦର୍ଶାଇବା ବା ଯେପରି କଲେ କାହାରି ମହତ୍ତ୍ୱ,ଗୁଣ ଆଦି ପ୍ରକାଶିତ ହୁଏ

ଉଦାହରଣ : ବେଶପୋଷାକରୁ ଯେ ମଣିଷକୁ ଚିହ୍ନିବା, ମୁଁ ଏକଥା ମାନିବିନାହିଁ

ସମକକ୍ଷ : ଜାଣିବା

* गुण दर्शाना या ऐसा करना कि किसी का महत्त्व, गुण आदि झलके।

मैं नहीं मानता कि कपड़े से आदमी की पहचान होती है।
पहचान होना, पहचाना जाना

Constitute the essence of.

Clothes make the man.
make