ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଭବ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଭବ କରିବା   କ୍ରିୟାପଦ

ଅର୍ଥ : ହୃଦୟଙ୍ଗମ କରିବା

ଉଦାହରଣ : ମୋତେ ବହୁତ ଥଣ୍ଡା ଲାଗୁଛି

ସମକକ୍ଷ : ହୃଦୟଙ୍ଗମ କରିବା

महसूस होना।

मुझे बहुत ठंड लग रही है।
अनुभूति होना, महसूस होना, लगना, संवेदना होना

Perceive by a physical sensation, e.g., coming from the skin or muscles.

He felt the wind.
She felt an object brushing her arm.
He felt his flesh crawl.
She felt the heat when she got out of the car.
feel, sense

ଅର୍ଥ : କିଛି ଅନୁଭବ କରିବା ବା ବୋଧ କରିବା

ଉଦାହରଣ : ଏହି ଦୁଇ ବର୍ଷ ଭିତରେ ମୁଁ ବହୁତ କିଛି ଅନୁଭବ କଲି

ସମକକ୍ଷ : ଅଙ୍ଗେ ନିଭାଇବା, ହୃଦୟଙ୍ଗମ କରିବା

किसी प्रकार की स्थिति में रहकर उसका अनुभव या ज्ञान प्राप्त करना अथवा उस स्थिति का भोग करना या बोध करना।

इन दो सालों में मैंने बहुत कुछ अनुभव किया है।
अनुभव करना, अनुभवना, देखना

ଅର୍ଥ : ଜ୍ଞାନେନ୍ଦ୍ରିୟଦ୍ୱାରା ଜ୍ଞାନପ୍ରାପ୍ତ କରିବା

ଉଦାହରଣ : ମୁଁ ଗରମ ଅନୁଭବ କରୁଛି

ସମକକ୍ଷ : ଅନୁଭୂତ ହେବା, ଜ୍ଞାନ କରିବା, ବୋଧ କରିବା

ज्ञानेंद्रियो से ज्ञान प्राप्त करना या अनुभव करना।

मैं गर्मी महसूस कर रहा हूँ।
महसूस करना, महसूसना

Perceive by a physical sensation, e.g., coming from the skin or muscles.

He felt the wind.
She felt an object brushing her arm.
He felt his flesh crawl.
She felt the heat when she got out of the car.
feel, sense

ଅର୍ଥ : କୌଣସି ପ୍ରଣାଳୀ ବା ପ୍ରକ୍ରିୟାର ଅନୁସରଣ କରିବା ବା କୌଣସି ମାର୍ଗ ଆପଣେଇବା

ଉଦାହରଣ : ଏହି ଖବର ଆପଣଙ୍କଦ୍ୱାରା ଜାଣିଲି ସେ ଅନେକ ସମସ୍ୟା ଅଙ୍ଗେ ନିଭେଇଛି

ସମକକ୍ଷ : ଅଙ୍ଗେ ନିଭେଇବା, ଉପଲବ୍ଧି କରିବା, ଜାଣିବା

* किसी प्रणाली या प्रक्रिया का अनुसरण करना या कोई मार्ग अपनाना।

यह जानकारी आप के जरिए जानी चाहिए।
वह बहुत सारी समस्याओं से गुजरी।
गुजरना, गुज़रना, जाना

Follow a procedure or take a course.

We should go farther in this matter.
She went through a lot of trouble.
Go about the world in a certain manner.
Messages must go through diplomatic channels.
go, move, proceed