ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜହରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜହରୀ   ବିଶେଷ୍ୟ

ଅର୍ଥ : ସୁନାରୁପା ବ୍ୟବସାୟ କରୁଥିବା ଲୋକ

ଉଦାହରଣ : ଶେଠ ମାଣିକଲାଲ ଏହି ସହରର ପ୍ରସିଦ୍ଧ ଜହୁରୀ

ସମକକ୍ଷ : ଜହୁରୀ

सोने-चाँदी का व्यवसाय करनेवाला व्यक्ति।

सेठ माणिकलाल इस शहर के प्रसिद्ध सराफ हैं।
सराफ, सराफ़, सर्राफ, सर्राफ़

ଜହରୀ   ବିଶେଷଣ

ଅର୍ଥ : ଯାହାର ପ୍ରଭାବ ବିଷ ପରି

ଉଦାହରଣ : ତାଙ୍କ ମୃତ୍ୟୁ ବିଷାକ୍ତ ଔଷଧ ସେବନଦ୍ୱାରା ହୋଇଥିଲା

ସମକକ୍ଷ : ବିଷାକ୍ତ

जिसका असर जहर की तरह हो।

उनकी मृत्यु कालातीत जहरीली दवाइयों के सेवन से हुई थी।
जहरी, जहरीला, ज़हरी, ज़हरीला, विषाक्त, विषैला

Having the qualities or effects of a poison.

poisonous, toxicant