ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳିଯିବା   କ୍ରିୟାପଦ

ଅର୍ଥ : ନିଆର ସଂସ୍ପର୍ଶରେ ଆସି ନଷ୍ଟ ବା ଖରାପ ହେବା

ଉଦାହରଣ : ଏହି ବହିର କିଛି ପୃଷ୍ଠା ନିଆଁରେ ଜଳିଯାଇଛି ବହୁତ ସମୟ ପର୍ଯ୍ୟନ୍ତ ନିଆଁ ଉପରେ ରହିବାରୁ ତରକାରୀ ପୋଡ଼ିଗଲା

ସମକକ୍ଷ : ଦଗ୍ଧୀଭୂତ ହେବା, ଦହନ ହେବା, ପୋଡ଼ିଯିବା

आग आदि के संपर्क के कारण नष्ट या खराब होना।

इस पुस्तक के कुछ पन्ने आग से जल गए हैं।
ज्यादा देर तक आग पर रखे रहने के कारण सब्जी जल गई।
जलना

ଅର୍ଥ : ନିଆଁ ସଂପର୍କରେ ଆସିବା ଫଳରେ ଶରୀରର କୌଣସି ଅଙ୍ଗ ପୀଡ଼ିତ ହେବା

ଉଦାହରଣ : ବୋହୂ ରୋଷେଇ କରିବା ସମୟରେ ପୋଡ଼ିଗଲା

ସମକକ୍ଷ : ପୋଡ଼ିଯିବା

अग्नि के सम्पर्क से किसी अंग आदि का पीड़ित होना।

बहू खाना बनाते समय जल गई।
जलना

ଅର୍ଥ : ଅଧିକ ଖରା ବା ସାର ଯୋଗୁଁ ଚାରାଗଛ ମରିଯିବା

ଉଦାହରଣ : ପାଣି ଅଭାବରୁ ପୂରା ଫସଲ ଜଳିଗଲା

ସମକକ୍ଷ : ମରିଯିବା

अधिक धूप, खाद आदि के कारण पौधों का मर जाना।

पानी के अभाव में पूरी फ़सल जल गई।
जलना

Become scorched or singed under intense heat or dry conditions.

The exposed tree scorched in the hot sun.
scorch

ଅର୍ଥ : ଅଧିକ ଗରମ ବା ଜଳିବାହେତୁ କୌଣସି ଜିନିଷର ଉପର ଭାଗ ଶୁଖି ବା ଜଳି କଳା ପଡ଼ିଯିବା

ଉଦାହରଣ : ପ୍ରବଳ ଗରମରେ ଆମେ ଜଳିଗଲୁ

ସମକକ୍ଷ : ସିଝିଯିବା

अधिक गर्मी या जलने के कारण किसी चीज़ के ऊपरी भाग का सूख या जलकर काला पड़ना।

कड़ी धूप में हम झुलस गए।
झुरसना, झुलसना, झौंसना

Become superficially burned.

My eyebrows singed when I bent over the flames.
scorch, sear, singe