ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମରିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମରିଯିବା   କ୍ରିୟାପଦ

ଅର୍ଥ : ଖେଳରେ କୌଣସି ଗୋଟି ବା ଖେଳାଳୀଙ୍କ ଖେଳର ନିୟମାନୁସାରେ କୌଣସି କାରଣରୁ ଖେଳରୁ ଅଲଗା କରାଯିବା

ଉଦାହରଣ : ଏହି ଖେଳରେ ଆମର ଚାରିଜଣ ସାଙ୍ଗ ମରିଗଲେ ତଥାପି ଖେଳ ଆମ୍ଭେ ଜିତିଲୁ

ସମକକ୍ଷ : ଆଉଟ ହେବା

खेल में किसी गोटी या खिलाड़ी का खेल के नियमानुसार किसी कारण से खेल से अलग किया जाना।

इस खेल में हमारे चार साथी मर गए फिर भी खेल हमने ही जीता।
ढेर होना, मरना

To be on base at the end of an inning, of a player.

die

ଅର୍ଥ : ଅଧିକ ଖରା ବା ସାର ଯୋଗୁଁ ଚାରାଗଛ ମରିଯିବା

ଉଦାହରଣ : ପାଣି ଅଭାବରୁ ପୂରା ଫସଲ ଜଳିଗଲା

ସମକକ୍ଷ : ଜଳିଯିବା

अधिक धूप, खाद आदि के कारण पौधों का मर जाना।

पानी के अभाव में पूरी फ़सल जल गई।
जलना

Become scorched or singed under intense heat or dry conditions.

The exposed tree scorched in the hot sun.
scorch

ଅର୍ଥ : ନିଆଁ ଉପରେ ରଖିବା କାରଣରୁ ବାଷ୍ପ ହେବା

ଉଦାହରଣ : ଚା ତିଆରି କରିବା ପାଇଁ ଚୂଲିରେ ବସେଇଥିବା ପାଣି ବାଷ୍ପୀଭୂତ ହୋଇଗଲା

ସମକକ୍ଷ : ବାଷ୍ପୀଭୂତହେବା

आग पर रखे जाने के कारण भाप बनना।

चाय बनाने के लिए चूल्हे पर रखा पानी जल गया।
जलना, वाष्पित होना

Change into a vapor.

The water evaporated in front of our eyes.
evaporate, vaporise

ଅର୍ଥ : କୌଣସି ମନୋବେଗ, ଇଚ୍ଛା ଆଦି କମ୍ କରିବା ବା ନଥିଲା ଭଳିଆ

ଉଦାହରଣ : ବାରମ୍ବାର ଚା ପିଇବା ପରେ ମୋ ଭୋକ ମରିଗଲା

ସମକକ୍ଷ : ମରିବା

किसी मनोवेग, इच्छा आदि का दबकर नहीं के बराबर होना।

बार-बार चाय पीने से मेरी भूख मर गई।
मरना

Disappear or come to an end.

Their anger died.
My secret will die with me!.
die