ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦହନ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦହନ ହେବା   ବିଶେଷ୍ୟ

ଅର୍ଥ : ନିଆଁ ଲାଗିବା ଏବଂ ଏଥିନେଇ ଜଳୁଥିବା ଜିନିଷ

ଉଦାହରଣ : ମୁଁ ନିଜର ପଡୋଶୀଙ୍କର ପୁଣି ଥରେ ନିଆଁ ଲାଗିବା ଚାହୁଁନାହିଁ ତେଣୁ ନିଆଁ ଠାରୁ ସୁରକ୍ଷା ବ୍ୟବସ୍ଥା କରାଯାଉ

ସମକକ୍ଷ : ଜଳିବା, ନିଆଁ ଲାଗିବା, ପୋଡିବା

आग लगने और उससे चीजों के जलने की क्रिया।

हम अपने पड़ोस में एक और अवदाह नहीं चाहते हैं अतः आग से सुरक्षा की व्यवस्था की जाय।
अवदाह

The event of something burning (often destructive).

They lost everything in the fire.
fire

ଦହନ ହେବା   କ୍ରିୟାପଦ

ଅର୍ଥ : ନିଆର ସଂସ୍ପର୍ଶରେ ଆସି ନଷ୍ଟ ବା ଖରାପ ହେବା

ଉଦାହରଣ : ଏହି ବହିର କିଛି ପୃଷ୍ଠା ନିଆଁରେ ଜଳିଯାଇଛି ବହୁତ ସମୟ ପର୍ଯ୍ୟନ୍ତ ନିଆଁ ଉପରେ ରହିବାରୁ ତରକାରୀ ପୋଡ଼ିଗଲା

ସମକକ୍ଷ : ଜଳିଯିବା, ଦଗ୍ଧୀଭୂତ ହେବା, ପୋଡ଼ିଯିବା

आग आदि के संपर्क के कारण नष्ट या खराब होना।

इस पुस्तक के कुछ पन्ने आग से जल गए हैं।
ज्यादा देर तक आग पर रखे रहने के कारण सब्जी जल गई।
जलना