ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୋଡ଼ିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୋଡ଼ିଯିବା   କ୍ରିୟାପଦ

ଅର୍ଥ : ନିଆର ସଂସ୍ପର୍ଶରେ ଆସି ନଷ୍ଟ ବା ଖରାପ ହେବା

ଉଦାହରଣ : ଏହି ବହିର କିଛି ପୃଷ୍ଠା ନିଆଁରେ ଜଳିଯାଇଛି ବହୁତ ସମୟ ପର୍ଯ୍ୟନ୍ତ ନିଆଁ ଉପରେ ରହିବାରୁ ତରକାରୀ ପୋଡ଼ିଗଲା

ସମକକ୍ଷ : ଜଳିଯିବା, ଦଗ୍ଧୀଭୂତ ହେବା, ଦହନ ହେବା

आग आदि के संपर्क के कारण नष्ट या खराब होना।

इस पुस्तक के कुछ पन्ने आग से जल गए हैं।
ज्यादा देर तक आग पर रखे रहने के कारण सब्जी जल गई।
जलना

ଅର୍ଥ : ନିଆଁ ସଂପର୍କରେ ଆସିବା ଫଳରେ ଶରୀରର କୌଣସି ଅଙ୍ଗ ପୀଡ଼ିତ ହେବା

ଉଦାହରଣ : ବୋହୂ ରୋଷେଇ କରିବା ସମୟରେ ପୋଡ଼ିଗଲା

ସମକକ୍ଷ : ଜଳିଯିବା

अग्नि के सम्पर्क से किसी अंग आदि का पीड़ित होना।

बहू खाना बनाते समय जल गई।
जलना