ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜମି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜମି   ବିଶେଷ୍ୟ

ଅର୍ଥ : ଚିତ୍ର ତିଆରିବା ପାଇଁ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ ହୋଇଥିବା ଭୂପୃଷ୍ଠର ଉପରିଭାଗ ବା ତଳ

ଉଦାହରଣ : ଚିତ୍ରକାର ସବୁଜ ଭୂଇଁ ଉପରେ ଚିତ୍ର ଆଙ୍କୁଛନ୍ତି

ସମକକ୍ଷ : ପୃଥିବୀ, ଭୂଇଁ, ଭୂପୃଷ୍ଠ, ମାଟି

चित्र बनाने के लिए मसाले से तैयार की हुई सतह या तल।

चित्रकार नीली ज़मीन पर चित्र बना रहा है।
आधार, जमीं, जमीन, ज़मीं, ज़मीन, पृष्ठ

ଅର୍ଥ : ଫସଲ ଉତ୍ପନ୍ନ କରିବା ନିମନ୍ତେ ହିଡ଼ଦ୍ୱାରା ଘେରା ହୋଇଥିବା ବୁଣା ଜାଗା ବା ଚାଷ ଜମି

ଉଦାହରଣ : ଏହି ଖେତରେ ପ୍ରଚୁର ଫଳେ

ସମକକ୍ଷ : ଖେତ, ଚକ

अनाज पैदा करने के लिए मेड़ों द्वारा घिरी हुई जोतने-बोने की जगह।

यह खेत काफी उपजाऊ है।
अश्मंत, अश्मन्त, आराजी, खेत, जमीं, जमीन, ज़मीं, ज़मीन

A piece of land cleared of trees and usually enclosed.

He planted a field of wheat.
field

ଅର୍ଥ : ଭୂଭାଗର ଏକ ଅଂଶ

ଉଦାହରଣ : ଗ୍ରାମୀଣ କ୍ଷେତରେ ଏବେବି ବିଜୁଳି ସମସ୍ୟା ଲାଗିରହିଛି

ସମକକ୍ଷ : କ୍ଷେତ, କ୍ଷେତ୍ର, ଭୂଖଣ୍ଡ

जमीन का एक भाग।

ग्रामीण क्षेत्रों में अभी भी बिजली की समस्या बनी हुई है।
इलाक़ा, इलाका, क्षेत्र, दयार, प्रदेश, प्रांत, प्रान्त, फील्ड, भूमि, माल

A large indefinite location on the surface of the Earth.

Penguins inhabit the polar regions.
region