ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୂପୃଷ୍ଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୂପୃଷ୍ଠ   ବିଶେଷ୍ୟ

ଅର୍ଥ : ଚିତ୍ର ତିଆରିବା ପାଇଁ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ ହୋଇଥିବା ଭୂପୃଷ୍ଠର ଉପରିଭାଗ ବା ତଳ

ଉଦାହରଣ : ଚିତ୍ରକାର ସବୁଜ ଭୂଇଁ ଉପରେ ଚିତ୍ର ଆଙ୍କୁଛନ୍ତି

ସମକକ୍ଷ : ଜମି, ପୃଥିବୀ, ଭୂଇଁ, ମାଟି

चित्र बनाने के लिए मसाले से तैयार की हुई सतह या तल।

चित्रकार नीली ज़मीन पर चित्र बना रहा है।
आधार, जमीं, जमीन, ज़मीं, ज़मीन, पृष्ठ

ଅର୍ଥ : ପୃଥିବୀର ଉପରି ସ୍ତର

ଉଦାହରଣ : ସଂପୂର୍ଣ୍ଣ ଧରାତଳ ଜଳ ଓ ସ୍ଥଳ ଦୁଇ ଭାଗରେ ବିଭକ୍ତ

ସମକକ୍ଷ : ଅବନୀତଳ, କ୍ଷିତିତଳ, ଧରାତଳ, ଧରାପୃଷ୍ଠ, ପୃଥିବୀପୃଷ୍ଠ, ଭୂତଳ, ଭୂପଟଳ, ମହୀତଳ

पृथ्वी की ऊपरी सतह।

संपूर्ण धरातल जल और थल दो भागों में विभक्त है।
अवनि तल, क्षिति तल, धरातल, पृथ्वीतल, भूतल, भूपटल, भूपृष्ठ, महीतल

The outermost level of the land or sea.

Earthquakes originate far below the surface.
Three quarters of the Earth's surface is covered by water.
earth's surface, surface