ଅର୍ଥ : କୌଣସି ବସ୍ତୁ ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା
ଉଦାହରଣ :
ରହିମ ଆଜି ଆସିବନି ବୋଲି ସେ କହିଲା
ସମକକ୍ଷ : କହିବା, ଜଣାଇବା, ସୂଚନା ଦେବା, ସୂଚିତ କରିବା
ଅର୍ଥ : ବୁଦ୍ଧି ବା ଜ୍ଞାନ ପ୍ରଦାନ କରିବା
ଉଦାହରଣ :
ଅଧ୍ୟାପକ ପିଲାମାନଙ୍କୁ ଗଣିତ ବୁଝେଇଲେ
ସମକକ୍ଷ : ଅବଗତ କରିବା, ବୁଝେଇବା
ଅର୍ଥ : ହିତକଥା କହିବା
ଉଦାହରଣ :
ବୁଦ୍ଧ ଆମକୁ ଜୀବନରେ ଉଚିତ ମୂଲ୍ୟର ଶିକ୍ଷା ଦେଲେ
ସମକକ୍ଷ : କହିବା, ଶିକ୍ଷା ଦେବା, ଶିଖେଇବା