ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ଲମ୍ବା, ଚଉଡ଼ା ବା ଗଠନରେ କମ
ଉଦାହରଣ : ଦର୍ଜୀ ବ୍ଲାଉଜକୁ ବହୁତ ଛୋଟ କରି ସିଲେଇ କରିଦେଇଛି ଆଜିକାଲି ଲୋକେ ଛୋଟପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି
जो लंबाई, विस्तार या डील-डौल में कम हो।
Of textiles.
ଅର୍ଥ : ଯେ ଉଚ୍ଚତାରେ ଛୋଟ
ଉଦାହରଣ : ବାଙ୍ଗରା ଲୋକଟି ଲମ୍ଫଦେଇ ଗଛ ଡାଳକୁ ଧରିବାକୁ ଚେଷ୍ଟା କରୁଥିଲା
ସମକକ୍ଷ : ବାଙ୍ଗରା, ବାଣ୍ଠୁ, ବାମନ
जो छोटे कद का हो।
ଅର୍ଥ : ଯାହାର ଜନ୍ମ ପରେ ହୋଇଛି
ଉଦାହରଣ : ଲକ୍ଷ୍ମଣ ରାମଙ୍କ ସାନ ଭାଇ ଥିଲେ
ସମକକ୍ଷ : ଅନୁଜ, କନିଷ୍ଠ, ସାନ
जिसका जन्म बाद में हुआ हो।
ଅର୍ଥ : ମାତ୍ରା, ଆକାର, ବିସ୍ତାରଆଦିରେ ସୀମିତ ବା ଆଉ କାହା ତୁଳନାରେ କମ୍
ଉଦାହରଣ : ମୋ ଘରଟି ବହୁତ ଛୋଟମୋତେ ପିଲାଟିପାଇଁ ଛୋଟ ଖେଳନାଟିଏ ନେବାକୁ ହେବ
ସମକକ୍ଷ : ଛୋଟମୋଟ, ଛୋଟିଆ
मात्रा, आकार, विस्तार आदि में सीमित या किसी की तुलना में कम।
Limited or below average in number or quantity or magnitude or extent.
ସଂସ୍ଥାପନ କରନ୍ତୁ