ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛୋଟମୋଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛୋଟମୋଟ   ବିଶେଷଣ

ଅର୍ଥ : ଯାହା ଅତି ବିଶିଷ୍ଟ ବା ବଡ଼ ନ ହୋଇ ସାଧାରଣ ଓ ଛୋଟ ହୋଇଥାଏ

ଉଦାହରଣ : ସେ ଛୋଟକାଟିଆ କାମ କରି ତା ପରିବାରର ପାଳନ ପୋଷଣ କରୁଛି

ସମକକ୍ଷ : ଛୋଟକାଟିଆ, ଛୋଟିଆ

जो बहुत खास या बड़ा न हो यानि साधारण और छोटा हो।

वह छोटा-मोटा काम करके अपने परिवार का पालन-पोषण करता है।
छोटा मोटा, छोटा-मोटा, छोटामोटा

Of minor importance.

A nickel-and-dime operation run out of a single rented room.
A small-time actor.
nickel-and-dime, small-time

ଅର୍ଥ : ମାତ୍ରା, ଆକାର, ବିସ୍ତାରଆଦିରେ ସୀମିତ ବା ଆଉ କାହା ତୁଳନାରେ କମ୍

ଉଦାହରଣ : ମୋ ଘରଟି ବହୁତ ଛୋଟମୋତେ ପିଲାଟିପାଇଁ ଛୋଟ ଖେଳନାଟିଏ ନେବାକୁ ହେବ

ସମକକ୍ଷ : ଛୋଟ, ଛୋଟିଆ

मात्रा, आकार, विस्तार आदि में सीमित या किसी की तुलना में कम।

मेरा घर बहुत छोटा है।
मुझे बच्चे के लिए एक छोटा खिलौना खरीदना है।
अरभक, अर्भक, छोटा, छोटा मोटा, छोटा सा, छोटा-मोटा, छोटा-सा, छोटामोटा, नन्हा, नन्हा-सा, बीता भर, बीता भर का, लघु, संक्षिप्त, ह्रस्व

Limited or below average in number or quantity or magnitude or extent.

A little dining room.
A little house.
A small car.
A little (or small) group.
little, small