ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କନିଷ୍ଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କନିଷ୍ଠ   ବିଶେଷଣ

ଅର୍ଥ : ସବୁଠାରୁ ଛୋଟ

ଉଦାହରଣ : କନିଷ୍ଠ ଆଙ୍ଗୁଳିରେ ପୀଡ଼ା ହେଉଛି

सबसे छोटा।

कनिष्ठ उँगली में पीड़ा हो रही है।
कनिष्ठ, कनिष्ठक

ଅର୍ଥ : ବୟସରେ ସବୁଠାରୁ ଛୋଟ

ଉଦାହରଣ : ମୋ କନିଷ୍ଠ ଭାଇ ଆସୁଛି

ସମକକ୍ଷ : ସାନ

जो अवस्था, वय आदि के विचार से औरों की तुलना में छोटा हो।

मेरे सभी ज्येष्ठ और कनिष्ठ रिश्तेदार मुझसे बेहद प्यार करते हैं।
कनिष्ठ

ଅର୍ଥ : ଯାହାର ଜନ୍ମ ପରେ ହୋଇଛି

ଉଦାହରଣ : ଲକ୍ଷ୍ମଣ ରାମଙ୍କ ସାନ ଭାଇ ଥିଲେ

ସମକକ୍ଷ : ଅନୁଜ, ଛୋଟ, ସାନ

जिसका जन्म बाद में हुआ हो।

लक्ष्मण राम के अनुज भ्राता थे।
अनुज, अनुजन्मा, अनुजात, अवरज, कनिष्ठ, छोटा, लघु

ଅର୍ଥ : ପଦ, ମର୍ଯ୍ୟଦା ବା ଅବସ୍ଥାରେ ଛୋଟ

ଉଦାହରଣ : ସେ ନିଜର କନିଷ୍ଠ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖେ

ସମକକ୍ଷ : ଅଧସ୍ତନ, ନିମ୍ନସ୍ଥ

जो पद, मर्यादा, योग्यता आदि में छोटा या दूसरों से घटकर हो।

वह अपने कनिष्ठ सहकर्मियों के साथ भी अच्छा संबंध रखता है।
अवर, कनिष्ठ, जूनियर