ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ଅତି ବିଶିଷ୍ଟ ବା ବଡ଼ ନ ହୋଇ ସାଧାରଣ ଓ ଛୋଟ ହୋଇଥାଏ
ଉଦାହରଣ : ସେ ଛୋଟକାଟିଆ କାମ କରି ତା ପରିବାରର ପାଳନ ପୋଷଣ କରୁଛି
ସମକକ୍ଷ : ଛୋଟକାଟିଆ, ଛୋଟମୋଟ
जो बहुत खास या बड़ा न हो यानि साधारण और छोटा हो।
Of minor importance.
ଅର୍ଥ : ମାତ୍ରା, ଆକାର, ବିସ୍ତାରଆଦିରେ ସୀମିତ ବା ଆଉ କାହା ତୁଳନାରେ କମ୍
ଉଦାହରଣ : ମୋ ଘରଟି ବହୁତ ଛୋଟମୋତେ ପିଲାଟିପାଇଁ ଛୋଟ ଖେଳନାଟିଏ ନେବାକୁ ହେବ
ସମକକ୍ଷ : ଛୋଟ, ଛୋଟମୋଟ
मात्रा, आकार, विस्तार आदि में सीमित या किसी की तुलना में कम।
Limited or below average in number or quantity or magnitude or extent.
ସଂସ୍ଥାପନ କରନ୍ତୁ