ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୂନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୂନା   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁର ଏହି ରୂପ ଯାହା ଖୁବ ଯୋରରେ ଦଳିବା ବା ଛେଚିବା ପରେ ପ୍ରାପ୍ତ ହୁଏ

ଉଦାହରଣ : ପିଲାମାନେ ଶୁଖିଲା ମାଟିକୁ କୁଟି ଚୂନା କରିଦେଲେ

ସମକକ୍ଷ : ଗୁଣ୍ଡ, ଧୂଳି

किसी वस्तु का वह रूप जो उसे खूब कुचलने या कूटने से प्राप्त होता है।

बच्चे ने सूखी मिट्टी को कूट-कूटकर भुरकस बना दिया।
भुरकस, भुरकुस

A piece broken off or cut off of something else.

A fragment of rock.
fragment

ଅର୍ଥ : ଶସ୍ୟର ଚୂନା

ଉଦାହରଣ : ପଶୁମାନଙ୍କୁ ଚୂନି, କୁଣ୍ଡା, ଭୁସିଆଦି ଗୋଳି କରି ଖାଇବାକୁ ଦିଆଯାଏ

ସମକକ୍ଷ : ଗୁଣ୍ଡ, ଚୂନି, ଚୂର୍ଣ୍ଣ

अनाज का चूर्ण।

पशुओं को चुन्नी, खली, भूसी आदि मिलकर खिलाया जाता है।
चुनी, चुन्नी

Broken husks of the seeds of cereal grains that are separated from the flour by sifting.

bran

ଚୂନା   ବିଶେଷଣ

ଅର୍ଥ : ଚୁରଚୁର ଶବ୍ଦ କରି ସହଜରେ ଭାଙ୍ଗିଯାଉଥିବା ଜିନିଷ‌

ଉଦାହରଣ : ଭଲଭାବେ ଭଜା ହୋଇଥିବା ଚୁଡ଼ା ଚୂନା ହୋଇଯାଏ

ସମକକ୍ଷ : ଗୁଣ୍ଡ

चुरचुर शब्द करके सहज में टूटने वाला।

अच्छा भुना चिवड़ा चुरचुरा होता है।
चुरचुरा