ଅର୍ଥ : ଛୋଟଛୋଟ ଖଣ୍ଡ କରିବାର କାର୍ଯ୍ୟ
ଉଦାହରଣ :
ଗହମକୁ ଚୂରିଲେ ଗୁଣ୍ଡ ହୁଏ
ଅର୍ଥ : କୌଣସି ବସ୍ତୁର ଯେଉଁ ସୂକ୍ଷ୍ମ କଣିକା ବିଶେଷଭାବେ କୌଣସି ବସ୍ତୁ ଆଦି ଉପରେ ବସିଯାଏ ଓ ଝାଡ଼ିଲେ ତାହା ଉଡ଼େ
ଉଦାହରଣ :
ଖଳାରେ ଭୂଷି ଗୁଣ୍ଡ ଉଡ଼ୁଛି
ସମକକ୍ଷ : ଗୁଂଡ
ଅର୍ଥ : କୌଣସି ପଦାର୍ଥ ଆଦିକୁ ଭାଙ୍ଗି ବା ଖଣ୍ଡଖଣ୍ଡ କରି ତିଆରି ହେଉଥିବା ଛୋଟଛୋଟ ଖଣ୍ଡ
ଉଦାହରଣ :
ଗୋଟିଏ କପରେ ବିସ୍କୁଟ ଚୂର୍ଣ୍ଣ,ଚିନି ଏବଂ ୫୦ଗ୍ରାମ କୋକୋ ପାଉଡର ମିଶାଅଶୁଖିଲା ଘାସ ଗୁଣ୍ଡକୁ ଏକାଠି କର
ସମକକ୍ଷ : ଚୂର୍ଣ୍ଣ
ଅର୍ଥ : ଚୂନା ରୂପେ ମିଳୁଥିବା ଏକପ୍ରକାର ଔଷଧ
ଉଦାହରଣ :
ବୁଢ଼ୀ ମା’ ଗୁଣ୍ଡ ଔଷଧ ଖାଇବା ପରେ ଢାଳେ ପାଣି ପିଇଲେ
ସମକକ୍ଷ : ଚୂର୍ଣ୍ଣ