ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୂଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୂଳି   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁର ଏହି ରୂପ ଯାହା ଖୁବ ଯୋରରେ ଦଳିବା ବା ଛେଚିବା ପରେ ପ୍ରାପ୍ତ ହୁଏ

ଉଦାହରଣ : ପିଲାମାନେ ଶୁଖିଲା ମାଟିକୁ କୁଟି ଚୂନା କରିଦେଲେ

ସମକକ୍ଷ : ଗୁଣ୍ଡ, ଚୂନା

किसी वस्तु का वह रूप जो उसे खूब कुचलने या कूटने से प्राप्त होता है।

बच्चे ने सूखी मिट्टी को कूट-कूटकर भुरकस बना दिया।
भुरकस, भुरकुस

A piece broken off or cut off of something else.

A fragment of rock.
fragment

ଅର୍ଥ : ଅଟାଆଦିରେ ମିଳୁଥିବା ସୂକ୍ଷ୍ମ ଗୋଡ଼ି, ପଥରଆଦିର ଦାନା

ଉଦାହରଣ : ଏଥର ସୁଜିରେ ବହୁତ ବାଲି ଅଛି

ସମକକ୍ଷ : ବାଲି

आटे आदि में पाया जानेवाला बारीक कंकर, पत्थर आदि का कण।

इस बार रवा में बहुत कचकच है।
कचकच

ଅର୍ଥ : ମାଟି, ବାଲିଆଦିର ବହୁତ ସୂକ୍ଷ୍ମ ଚୂର୍ଣ୍ଣ ଯାହା ପ୍ରାୟତଃ ପୃଥିବୀର ଉପରି ଭାଗରେ ମିଳେ

ଉଦାହରଣ : ଛୁଆମାନେ ଜଣେ ଅନ୍ୟର ଉପରକୁ ଧୂଳି ପକାଉଛନ୍ତି

ସମକକ୍ଷ : ରଜ, ରେଣୁ

मिट्टी,बालू आदि का बहुत महीन चूर्ण जो प्रायः पृथ्वी के ऊपरी तल पर पाया जाता है।

बच्चे एक दूसरे के ऊपर धूल फेंक रहे हैं।
गर्द, ग़ुबार, गुबार, धुर्रा, धूर, धूल, धूलि, रज, रय, रेणु, रेणुका, रेनु, रेनुका

Fine powdery material such as dry earth or pollen that can be blown about in the air.

The furniture was covered with dust.
dust

ଅର୍ଥ : ପତଳା ଚୂର୍ଣ୍ଣ

ଉଦାହରଣ : ପିଲାମାନେ ଧୂଳି ଖେଳୁଛନ୍ତି

ସମକକ୍ଷ : ବାଲି

महीन चूर्ण।

बच्चे मिट्टी के बूरे से खेल रहे हैं।
बूरा, भूरा

A solid substance in the form of tiny loose particles. A solid that has been pulverized.

powder, pulverisation, pulverization