ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଞ୍ଜାଶାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଞ୍ଜାଶାଳ   ବିଶେଷ୍ୟ

ଅର୍ଥ : ଲୁଗା, ଫୁଲଆଦିରେ ସଜା ଯାଇଥିବା ଛୋଟ ମଣ୍ଡପ

ଉଦାହରଣ : ଅତିଥିମାନଙ୍କ ଜଳଖିଆ ବ୍ୟବସ୍ଥା ମନ୍ଦିର ପାଖ ଚାନ୍ଦୁଆରେ କରାଯାଇଛି

ସମକକ୍ଷ : ଚାନ୍ଦୁଆ, ଛାମୁଣ୍ଡିଆ

कपड़े, फूलों आदि का छोटा मंडप।

अतिथियों के जलपान की व्यवस्था मंदिर के बगल के चँदोवा में की गयी है।
चँदवा, चँदोआ, चँदोया, चँदोवा, चंदवा, चंदोया, चंदोवा, वितान