ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚରଖି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚରଖି   ବିଶେଷ୍ୟ

ଅର୍ଥ : ଗୁଡ଼ିର ସୂତା ଗୁଡ଼େଇବାପାଇଁ ବ୍ୟବହୃତ ହେଉଥିବା ଉପକରଣ

ଉଦାହରଣ : ପିଲାମାନେ ନଟେଇରେ ସୂତା ଗୁଡ଼ାଉଛନ୍ତି

ସମକକ୍ଷ : ନଟେଇ, ଲଟେଇ

पतंग की डोर लपेटने का उपकरण।

बच्चे लटाई में धागा लपेट रहे हैं।
घिरनी, घिर्री, चकरी, परेता, लटाई

ଅର୍ଥ : ଜୁଆ ଖେଳିବାର ଯେଉଁ ଉପକରଣରେ ଅଲଗା ଅଲଗା କେତେକ ଘର ହୋଇ ଥାଏ ଓ ତାହା ନିଜ ଅକ୍ଷଉପରେ ଗୋଲାକାରରେ ଘୂରିଥାଏ

ଉଦାହରଣ : ଜୁଆରୀ ଚରଖିରେ ଥିବା ଘର ଉପରେ ବାଜି ଲଗାଇଲା

ସମକକ୍ଷ : ଚକ୍ରୀ

जुआ खेलने का एक गोलाकार खेल उपस्कर जिसपर अलग-अलग कई खाने बने होते हैं और यह अपने अक्ष पर गोलाई में घूमता है।

जुआरी चरखी में बने खानों पर बाजी लगाते हैं।
चकरी, चक्री, चरखी, चर्खी

Game equipment consisting of a wheel with slots that is used for gambling. The wheel rotates horizontally and players bet on which slot the roulette ball will stop in.

roulette wheel, wheel

ଅର୍ଥ : ଯେଉଁ ଗୋଲାକାର ଘୂର୍ଣ୍ଣନଶୀଳ ମନୋରଞ୍ଜନର ସାଧନରେ ବସିବାପାଇଁ ସ୍ଥାନ ଥାଏ

ଉଦାହରଣ : ଆମେସବୁ ମେଳାରେ ଚରଖି ଉପରେ ବସିଲୁ

एक प्रकार का गोलाकार गोल-गोल घूमनेवाला मनोरंजन का साधन जिसमें बैठने के लिए स्थान बने होते हैं।

हमलोग मेले में चरखी पर भी चढ़े।
चरखी, चर्खी