ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚକ୍ରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚକ୍ରୀ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ବାଣ ଯାହା କୌଣସି ପୃଷ୍ଠଉପରେ ଗୋଲାକାରରେ ବୁଲେ

ଉଦାହରଣ : ସେ ଚକ୍ରୀ ଚଲାଉଛି

ସମକକ୍ଷ : ଚକ୍ରୀବାଣ

एक तरह का पटाखा जो किसी सतह पर गोल-गोल घूमता है।

वह चकरी चला रहा है।
चकरी, चक्री, चरखी, चर्खी, जमीन चक्कर

A circular firework that spins round and round emitting colored fire.

catherine wheel, pinwheel

ଅର୍ଥ : ଚକଭଳି କୌଣସି ଗୋଲାକାର ବସ୍ତୁ

ଉଦାହରଣ : ଏହି ଯନ୍ତ୍ରରେ କେତେକ ଚକ୍ରୀ ଲାଗିଛି

ସମକକ୍ଷ : ଚକ

पहिए के समान कोई गोल वस्तु।

इस यंत्र में कई चकरियाँ हैं।
चकरी, चक्री, चरखी, चर्खी

A simple machine consisting of a circular frame with spokes (or a solid disc) that can rotate on a shaft or axle (as in vehicles or other machines).

wheel

ଅର୍ଥ : ଜୁଆ ଖେଳିବାର ଯେଉଁ ଉପକରଣରେ ଅଲଗା ଅଲଗା କେତେକ ଘର ହୋଇ ଥାଏ ଓ ତାହା ନିଜ ଅକ୍ଷଉପରେ ଗୋଲାକାରରେ ଘୂରିଥାଏ

ଉଦାହରଣ : ଜୁଆରୀ ଚରଖିରେ ଥିବା ଘର ଉପରେ ବାଜି ଲଗାଇଲା

ସମକକ୍ଷ : ଚରଖି

जुआ खेलने का एक गोलाकार खेल उपस्कर जिसपर अलग-अलग कई खाने बने होते हैं और यह अपने अक्ष पर गोलाई में घूमता है।

जुआरी चरखी में बने खानों पर बाजी लगाते हैं।
चकरी, चक्री, चरखी, चर्खी

Game equipment consisting of a wheel with slots that is used for gambling. The wheel rotates horizontally and players bet on which slot the roulette ball will stop in.

roulette wheel, wheel