ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଟେଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଟେଇ   ବିଶେଷ୍ୟ

ଅର୍ଥ : ଗୁଡ଼ିର ସୂତା ଗୁଡ଼େଇବାପାଇଁ ବ୍ୟବହୃତ ହେଉଥିବା ଉପକରଣ

ଉଦାହରଣ : ପିଲାମାନେ ନଟେଇରେ ସୂତା ଗୁଡ଼ାଉଛନ୍ତି

ସମକକ୍ଷ : ଚରଖି, ଲଟେଇ

पतंग की डोर लपेटने का उपकरण।

बच्चे लटाई में धागा लपेट रहे हैं।
घिरनी, घिर्री, चकरी, परेता, लटाई

ଅର୍ଥ : ସୂତାର ଗୁଡ଼ା ତିଆରି କରିବାପାଇଁ କାଠର ଏକ ଉପକରଣ

ଉଦାହରଣ : ଶ୍ୟାମ ବଜାରରୁ ଗୋଟିଏ ନୂଆ ନଟେଇ କିଣିଲା

ସମକକ୍ଷ : ଲଟେଇ

सूत की आँटी बनाने का लकड़ी का एक उपकरण।

श्याम ने बाज़ार से एक नया अटेरन खरीदा।
अँडिया, अंटी, अटेरन

The staff on which wool or flax is wound before spinning.

distaff

ଅର୍ଥ : ବୁଣା କାମରେ ଆସୁଥିବା ତନ୍ତୀର ଏକ ଉପକରଣ

ଉଦାହରଣ : ନଟେଇରେ ଲୁଗାର ଲମ୍ବା ପାଖ ସୂତାର ଶେଷଭାଗ ଟଣା ଯାଇଥାଏ

बुनाई के काम में आनेवाला जुलाहों का एक उपकरण।

नटाई से किनारे का ताना ताना जाता है।
नटाई

ଅର୍ଥ : ଯେଉଁ ଉପକରଣ ଉପରେ ଗୁଡ଼ି ଉଡ଼ାଇବା ସୂତା ଗୁଡ଼ାଯାଏ

ଉଦାହରଣ : ସେ ଗୁଡ଼ିର ସୂତାକୁ ଗୁଡ଼ାଇବାପାଇଁ ଗୋଟିଏ ନଟେଇ କିଣିଲା

ଅର୍ଥ : ବଡକାଠିରେ ତିଆରି ହୋଇଥିବା ଏକ ଉପକରଣ ଯେଉଁଥିରେ ତନ୍ତ ସୂତା ଗୁଡ଼ା ହୋଇଥାଏ

ଉଦାହରଣ : ତନ୍ତୀ ନଟେଇରେ ସୂତା ଗୁଡ଼ାଉଛି

तीलियों का बना हुआ वह उपकरण जिस पर जुलाहे सूत लपेटते हैं।

जुलाहा परेते पर सूत लपेट रहा है।
परेता

A winder around which thread or tape or film or other flexible materials can be wound.

bobbin, reel, spool