ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚମକଦାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚମକଦାର   ବିଶେଷଣ

ଅର୍ଥ : ଯେଉଁଥିରେ ଚମକ ଅଛି ବା ଚମକୁଥିବା ରଙ୍ଗ

ଉଦାହରଣ : ବିବାହ ଅବସରରେ ଦୀନେଶ ଚମକଦାର ବସ୍ତ୍ର ପିନ୍ଧିଥିଲା

ସମକକ୍ଷ : ଚକାଚକ୍‌, ଚକ୍‌ଚକ୍‌, ଚକ୍‌ମକିଆ, ଚମକିଲା, ଝିଲିମିଲି, ଦ୍ୟୁତିମାନ

ଅର୍ଥ : ଯାହାର ରଙ୍ଗ ଉଜ୍ୱଳ

ଉଦାହରଣ : ଜୋକର୍‌ ଚକମକିଆ ପୋଷାକ ପିନ୍ଧିଥିଲା

ସମକକ୍ଷ : ଚକମକିଆ, ଝିଲିମିଲି

जिसका रंग तेज़ हो।

जोकर चटकीले कपड़े पहने हुए था।
गहबर, चटक, चटकदार, चटकारा, चटकीला, चटखारा, शोख, शोख़

(color) bold and intense.

Hot pink.
hot