ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚକମକିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚକମକିଆ   ବିଶେଷ୍ୟ

ଅର୍ଥ : ଚକଚକିଆ ବା ଆଲୋକିତ ହେବାର ଅବସ୍ଥା ବା ଭାବ

ଉଦାହରଣ : ଏହାର ବହୁତ ଅଧିକ ଚକମକିଆ ମୋତେ ଭଲ ଲାଗୁନାହିଁ

ସମକକ୍ଷ : ଚିକ୍ଚିକ୍ କରିବା, ଝକମକ କରିବା

चमकीले या दीप्त होने की अवस्था या भाव।

यहाँ का बहुत अधिक चमकीलापन मुझे अच्छा नहीं लग रहा है।
चमक दमक, चमक-दमक, चमकदमक, चमकीलापन, जगजगाहट, जगमगाहट, दीप्तता, प्रदीप्तता

The quality of shining with a bright reflected light.

glisten, glister, glitter, scintillation, sparkle

ଚକମକିଆ   ବିଶେଷଣ

ଅର୍ଥ : ଯାହାର ରଙ୍ଗ ଉଜ୍ୱଳ

ଉଦାହରଣ : ଜୋକର୍‌ ଚକମକିଆ ପୋଷାକ ପିନ୍ଧିଥିଲା

ସମକକ୍ଷ : ଚମକଦାର, ଝିଲିମିଲି

जिसका रंग तेज़ हो।

जोकर चटकीले कपड़े पहने हुए था।
गहबर, चटक, चटकदार, चटकारा, चटकीला, चटखारा, शोख, शोख़

(color) bold and intense.

Hot pink.
hot