ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚକ୍‌ମକିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚକ୍‌ମକିଆ   ବିଶେଷଣ

ଅର୍ଥ : ଯେଉଁଥିରେ ଚମକ ଅଛି ବା ଚମକୁଥିବା ରଙ୍ଗ

ଉଦାହରଣ : ବିବାହ ଅବସରରେ ଦୀନେଶ ଚମକଦାର ବସ୍ତ୍ର ପିନ୍ଧିଥିଲା

ସମକକ୍ଷ : ଚକାଚକ୍‌, ଚକ୍‌ଚକ୍‌, ଚମକଦାର, ଚମକିଲା, ଝିଲିମିଲି, ଦ୍ୟୁତିମାନ

ଅର୍ଥ : ଯେଉଁଥିରେ ଖୁବ୍‌ ଚମକ ଅଛି

ଉଦାହରଣ : ଜୋକର ଚକ୍‌ମକିଆ ପୋଷାକ ପିନ୍ଧିଥିଲା

ସମକକ୍ଷ : ଚମକ୍‌ଦାର

जिसमें खूब चमक-दमक हो।

जोकर भड़कीले कपड़े पहने हुए था।
चमकीला, भड़कदार, भड़काऊ, भड़कीला

Dazzlingly beautiful.

A gorgeous Victorian gown.
gorgeous