ଅର୍ଥ : କୌଣସି ବସ୍ତୁ ଉପରେ ଅନ୍ୟ ଏକ ବସ୍ତୁ ଜୋରରେ ଆସି ଖସିପଡ଼ିବା କ୍ରିୟା (ଯାହାଫଳରେ ବେଳେବେଳେ ଅନିଷ୍ଟ ବା ହାନୀ ହୁଏ)
ଉଦାହରଣ :
ସେ ଲାଠିରେ ମୋତେ ଆଘାତ କଲା
ସମକକ୍ଷ : ଆଘାତ କରିବାଚୋଟ, ପାହାର
ଅର୍ଥ : ଏକ ସଂଖ୍ୟାକୁ ସେହି ସଂଖ୍ୟାରେ ଯେତେ ଥର ଗୁଣନ କରାଯାଏ ସେହି ଆବୃତ୍ତିକୁ ଦର୍ଶାଉଥିବା ସଂଖ୍ୟା, ଯାହାକୁ ଆମେ ସେହି ସଂଖ୍ୟା ଉପରେ ଲେଖିକି ଦର୍ଶାଇଥାଉ
ଉଦାହରଣ :
ଦଶ ଘାତ ତିନିର ଅର୍ଥ ଦଶ ଗୁଣିତ ଦଶ ଗୁଣିତ ଦଶ ବା ଏକ ହଜାର ହୋଇଥାଏ
ସମକକ୍ଷ : ଘାତାଙ୍କ