ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗଭୀର ବା ଭୀଷଣ ଚୋଟ
ଉଦାହରଣ : ଏହି ସଂଘାତର ପୀଡା ଅସହଣୀୟ
गहरी या भारी चोट।
ଅର୍ଥ : କୌଣସି ମଣିଷ, ପ୍ରାଣୀଆଦିକୁ ଜାଣିବୁଝି କୌଣସି ଉଦ୍ଦେଶ୍ୟରେ ମାରିଦେବାର କ୍ରିୟା
ଉଦାହରଣ : ସେ ନିଜ ପିତାକୁ ହତ୍ୟା କଲା ପ୍ରାଣୀ ହତ୍ୟା ମହାପାପ
ସମକକ୍ଷ : ଅପଘାତ, ଅବଘାତ, ଘାତ, ବଧ, ବିଘାତ, ହତ୍ୟା
किसी मनुष्य, प्राणी आदि को जान-बूझकर किसी उद्देश्य से मार डालने की क्रिया।
The act of terminating a life.
ଅର୍ଥ : ଗୋଟିଏ ନରକ
ଉଦାହରଣ : ସଂଘାତ ନରକରେ ଲୌହପାତ୍ରରେ ତେଲଫୁଟା କରେଇରେ କିଛି ସମୟ ପଡିରହିଥାଏ
एक नरक।
ସଂସ୍ଥାପନ କରନ୍ତୁ