ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହତ୍ୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହତ୍ୟା   ବିଶେଷ୍ୟ

ଅର୍ଥ : କୌଣସି ବ୍ୟକ୍ତି ବା ବ୍ୟକ୍ତିମାନଙ୍କଦ୍ୱାରା ହିଁ ଅଚାନକ ଆକ୍ରମଣକରି ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ହତ୍ୟା କରାଯାଏ

ଉଦାହରଣ : ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷାକର୍ମୀମାନେ ହିଁ ତାଙ୍କୁ ହତ୍ୟା କରିଥିଲେ

ସମକକ୍ଷ : ଖୁନ, ନିହତ, ବଧ

किसी व्यक्ति या व्यक्तियों द्वारा ही किसी प्रसिद्ध व्यक्ति की हत्या जो अचानक आक्रमण करके की जाए।

इंदिरा गाँधी की हत्या उनके सुरक्षाकर्मियों ने ही की थी।
कटा, कत्ल, क़त्ल, ख़ून, खून, मर्डर, वध, हत्या

Murder of a public figure by surprise attack.

assassination

ଅର୍ଥ : ହତ୍ୟା କରିବା ବା ନଷ୍ଟ କରିବାର କ୍ରିୟା

ଉଦାହରଣ : କାହାରି ବ୍ୟକ୍ତିଗତ ସ୍ବତନ୍ତ୍ରତାକୁ ହତ୍ୟା ନକରିବା ଉଚିତ

खत्म करने या मिटा देने की क्रिया।

किसी की व्यक्तिगत स्वतंत्रता का हनन नहीं करना चाहिए।
हनन

ଅର୍ଥ : କୌଣସି ମଣିଷ, ପ୍ରାଣୀଆଦିକୁ ଜାଣିବୁଝି କୌଣସି ଉଦ୍ଦେଶ୍ୟରେ ମାରିଦେବାର କ୍ରିୟା

ଉଦାହରଣ : ସେ ନିଜ ପିତାକୁ ହତ୍ୟା କଲା ପ୍ରାଣୀ ହତ୍ୟା ମହାପାପ

ସମକକ୍ଷ : ଅପଘାତ, ଅବଘାତ, ଘାତ, ବଧ, ବିଘାତ, ସଂଘାତ

किसी मनुष्य, प्राणी आदि को जान-बूझकर किसी उद्देश्य से मार डालने की क्रिया।

किसी भी प्राणी की हत्या महापाप है।
अपघात, अवघात, आर, आलंभ, आलंभन, आलम्भ, आलम्भन, आहनन, उज्जासन, कत्ल, क़त्ल, क्राथ, ख़ून, खून, घात, जबह, निजुर, प्रमथन, प्रमाथ, प्रहण, मर्डर, मारण, मारन, वध, विघात, विशसन, शामनी, संग्रहण, संघात, सङ्ग्रहण, सङ्घात, हत्या, हनन

The act of terminating a life.

kill, killing, putting to death