ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘାତାଙ୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘାତାଙ୍କ   ବିଶେଷ୍ୟ

ଅର୍ଥ : ଏକ ସଂଖ୍ୟାକୁ ସେହି ସଂଖ୍ୟାରେ ଯେତେ ଥର ଗୁଣନ କରାଯାଏ ସେହି ଆବୃତ୍ତିକୁ ଦର୍ଶାଉଥିବା ସଂଖ୍ୟା, ଯାହାକୁ ଆମେ ସେହି ସଂଖ୍ୟା ଉପରେ ଲେଖିକି ଦର୍ଶାଇଥାଉ

ଉଦାହରଣ : ଦଶ ଘାତ ତିନିର ଅର୍ଥ ଦଶ ଗୁଣିତ ଦଶ ଗୁଣିତ ଦଶ ବା ଏକ ହଜାର ହୋଇଥାଏ

ସମକକ୍ଷ : ଘାତ

एक संख्या को उसी संख्या से जितनी बार गुणा करते हैं उस आवृत्ति को दर्शाने वाली संख्या, जिसे हम उस संख्या के ऊपर लिखकर दर्शाते हैं।

दस घात तीन का मतलब दस गुणित दस गुणित दस या एक हज़ार होता है।
घात, घातांक

A mathematical notation indicating the number of times a quantity is multiplied by itself.

exponent, index, power