ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିଶେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିଶେଇବା   କ୍ରିୟାପଦ

ଅର୍ଥ : କୌଣସି କାମଆଦିକୁ କରିବାପାଇଁ କାହାକୁ ସାଙ୍ଗ କରିବା ବା କୌଣସି କାମ, ଦଳଆଦିରେ ମିଶିବା

ଉଦାହରଣ : ଏହି ଦଳରେ ରାମ ମୋତେ ମଧ୍ୟ ସାମିଲ କରିଛି ଏହି କାମରେ ଭଲ ଲୋକମାନଙ୍କୁ ସାମିଲ କରନ୍ତୁ

ସମକକ୍ଷ : ସମ୍ମିଳିତ କରିବା, ସାମିଲ କରିବା

किसी कार्य आदि को करने के लिए साथ करना या किसी काम, दल आदि में रखना।

इस कार्य में अच्छे लोगों को शामिल कीजिए।
इस दल में राम ने मुझे भी लिया है।
दाख़िल करना, दाखिल करना, मिलाना, लेना, शामिल करना, सम्मिलित करना

Engage as a participant.

Don't involve me in your family affairs!.
involve

ଅର୍ଥ : ନିଜ ପକ୍ଷରେ କରିବା

ଉଦାହରଣ : ଓକିଲ ବିରୋଧୀ ଦଳର ସାକ୍ଷୀକୁ ନିଜ ପକ୍ଷରେ ମିଶାଇ ଦେଲା

अपने पक्ष में करना।

वक़ील ने विरोधी पक्ष के गवाह को अपने पक्ष में मिलाया।
मिलाना

ଅର୍ଥ : କୌଣସି ଦ୍ରବଣରେ କୌଣସି ବସ୍ତୁକୁ ହଲେଇକି ମିଶେଇବା

ଉଦାହରଣ : ଆମେ ସରବତ୍‌ ତିଆରି କରିବାପାଇଁ ପାଣିରେ ଚିନି ଗୋଳାଉ

ସମକକ୍ଷ : ଗୋଳାଇବା, ମିଶ୍ରଣ କରିବା

किसी द्रव पदार्थ में कोई वस्तु हिलाकर मिलाना।

हम शरबत बनाने के लिए पानी में शक्कर घोलते हैं।
घोरना, घोलना, मिलाना, मिश्रित करना, सम्मिश्रित करना

Cause to go into a solution.

The recipe says that we should dissolve a cup of sugar in two cups of water.
break up, dissolve, resolve