ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଲ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ ବା ଗୁଣର ସର୍ବଦା ଅଭାବ

ଉଦାହରଣ : ଏହି ପ୍ରଶ୍ନକୁ ସମାଧାନ କରୁକରୁ ମୋର ବୁଦ୍ଧି ଗୁଡ଼ିମ୍

ସମକକ୍ଷ : ଗୁଡ଼ୁମ୍, ଶୂନ୍

किसी वस्तु या गुण का सर्वथा अभाव।

इस प्रश्न को हल करते-करते तो मेरी बुद्धि का दिवाला ही निकल गया।
दिवाला, दीवाला

A state of complete lack of some abstract property.

Spiritual bankruptcy.
Moral bankruptcy.
Intellectual bankruptcy.
bankruptcy

ଅର୍ଥ : ଯେଉଁ କ୍ଷେତ୍ର ଏପରି ରେଖାଦ୍ୱାରା ଘେରାହୋଇଛି ଯାହାର ପ୍ରତ୍ୟେକ ବିନ୍ଦୁ ସେହି କ୍ଷେତ୍ରର ମଧ୍ୟ ବିନ୍ଦୁ ସହିତ ସମାନ ଦୂରତାରେ ଥାଏ

ଉଦାହରଣ : ସେ ଅଭ୍ୟାସ ପୁସ୍ତିକାରେ ବୃତ୍ତ ତିଆରି କରୁଅଛି

ସମକକ୍ଷ : ଚକ୍ର, ବୃତ୍ତ, ମଣ୍ତଳ

वह क्षेत्र जो ऐसी रेखा से घिरा हो जिसका प्रत्येक बिंदु उस क्षेत्र के मध्य बिंदु से समान अंतर पर हो।

वह अभ्यास पुस्तिका पर वृत्त बना रहा है।
गोला, चक्र, वृत्त, हलक़ा, हलका, हल्क़ा, हल्का

Something approximating the shape of a circle.

The chairs were arranged in a circle.
circle

ଅର୍ଥ : ଫୁଟବଲ,ହକି ଆଦି ଖେଳରେ ଯେଉଁ ନିର୍ଦ୍ଧାରିତ ସ୍ଥାନରେ ବଲ ପାରି ହେବା ଫଳରେ ଅଙ୍କ ଆଦି ମିଳେ

ଉଦାହରଣ : ଗୋଲକିପର ଗୋଲର ରକ୍ଷାକରେ

ସମକକ୍ଷ : ଗୋଲପୋଷ୍ଟ

फुटबाल, हाकी आदि खेलों में निर्धारित वह जगह जहाँ से गेंद पार करने पर अंक आदि की प्राप्ति होती है।

गोलकी गोल की रक्षा करता है।
गोल

Game equipment consisting of the place toward which players of a game try to advance a ball or puck in order to score points.

goal

ଅର୍ଥ : ଫୁଟବଲ,ହକି ଆଦି ଖେଳରେ ଗୋଲପୋଷ୍ଟଦେଇ ବଲ ପାରି କରିବାର ଯେଉଁ ପ୍ରକ୍ରିୟାଦ୍ୱାରା ଅଙ୍କ ନିର୍ଦ୍ଧାରଣ ହୋଇଥାଏ

ଉଦାହରଣ : ଆମେ ଖେଳ ଆରମ୍ଭରୁ ହିଁ ଦୁଇଟି ଗୋଲ କରିଦେଲୁ

फुटबाल, हाकी आदि खेलों में गोल में से होते हुए गेंद के बाहर जाने की क्रिया जिससे अंक का निर्धारण होता है।

हमलोगों ने खेल की शुरूआत में ही दो गोल कर दिए।
गोल

A successful attempt at scoring.

The winning goal came with less than a minute left to play.
goal

ଗୋଲ   ବିଶେଷଣ

ଅର୍ଥ : ବୃତ୍ତ ବା ଚକ୍ର ଆକାରର

ଉଦାହରଣ : ପିଲା କାନ୍ଥ ଉପରେ ଗୋଲ ଆକୃତି ବନାଉଛି

ସମକକ୍ଷ : ଚକ୍ରାକାର, ବର୍ତ୍ତୁଳ, ବୃତ୍ତାକାର, ମଣ୍ଡଳାକାର

ଅର୍ଥ : ଏଭଳି ଆକାର ଯାହା ତଳର ପ୍ରତ୍ୟେକ ବିନ୍ଦୁ ତା ଭିତରର ମଧ୍ୟବିନ୍ଦୁ ଠାରୁ ସମାନ ଦୂରତାରେ ରହିଥାଏ

ଉଦାହରଣ : ପେଣ୍ଡୁ ଗୋଲ ହୋଇଥାଏ

ସମକକ୍ଷ : ସର୍ବବର୍ତ୍ତୁଳ

ऐसा आकार जिसके तल का प्रत्येक बिन्दु उसके अंदर के मध्य बिन्दु से समान दूरी पर हो।

गेंद गोल होती है।
गोल, सर्ववर्तुल