ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୃତ୍ତାକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୃତ୍ତାକାର   ବିଶେଷଣ

ଅର୍ଥ : ବୃତ୍ତ ସହିତ ସମ୍ବନ୍ଧିତ

ଉଦାହରଣ : ପୃଥିବୀକୁ କେନ୍ଦ୍ରରେ ରଖି ସବୁ ଗ୍ରହ ବୃତ୍ତାକାର କକ୍ଷରେ ବୁଲୁଛନ୍ତି

वृत्त से संबंधित।

पृथ्वी को केन्द्र में मानते हुए सभी ग्रह वृत्तीय कक्षा में घूमते हैं।
वृत्त संबंधी, वृत्तीय

ଅର୍ଥ : ବୃତ୍ତ ବା ଚକ୍ର ଆକାରର

ଉଦାହରଣ : ପିଲା କାନ୍ଥ ଉପରେ ଗୋଲ ଆକୃତି ବନାଉଛି

ସମକକ୍ଷ : ଗୋଲ, ଚକ୍ରାକାର, ବର୍ତ୍ତୁଳ, ମଣ୍ଡଳାକାର