ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : (ବିଛଣା ) ଗୋଟାଇବା
ଉଦାହରଣ : ସେ ବିଛଣା ଗୁଡ଼ାଉଛି
ସମକକ୍ଷ : ଗୁଡ଼ାଇବା, ଭାଙ୍ଗି ରଖିବା
बिस्तर आदि को समेटना।
ଅର୍ଥ : ସଂଚିତ ବା ଏକତ୍ରିତ କରିବା
ଉଦାହରଣ : ସେ ଘର ତିଆରି କରିବାପାଇଁ ଅତି କଷ୍ଟରେ ଗୋଟିଏ ଗୋଟିଏ କରି ଟଙ୍କା ସଂଚୟ କରି ରଖୁଛି
ସମକକ୍ଷ : ଏକତ୍ରିତ କରିବା, ସଂଗ୍ରହ କରିବା, ସଞ୍ଚୟ କରିବା
संचित या एकत्रित करना।
Get or gather together.
ସଂସ୍ଥାପନ କରନ୍ତୁ