ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଲାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଲାମ   ବିଶେଷ୍ୟ

ଅର୍ଥ : ପ୍ରତି ରଙ୍ଗରେ ତାସର ଯେଉଁ ପତା ଗୋଟିଏ ଲେଖାଏଁ ଥାଏ

ଉଦାହରଣ : ଶେଷରେ ସେ ରଙ୍ଗର ଗୁଲାମ ଖେଳି ଟୀକାକୁ କାଟିଲା

ସମକକ୍ଷ : ଗୁଲାମ

ताश का एक पत्ता जो हर रंग में एक-एक होता है।

अंत में उसने तुरुप के गुलाम से चाल के एक्के को काटा।
ग़ुलाम, गुलाम

One of four face cards in a deck bearing a picture of a young prince.

jack, knave

ଗୋଲାମ   ବିଶେଷଣ

ଅର୍ଥ : ଯିଏ ଅନ୍ୟର ଅଧୀନରେ ଅଛି

ଉଦାହରଣ : ପରାଧୀନ ବ୍ୟକ୍ତି ପିଞ୍ଜରାରେ ବନ୍ଦୀହେଇଥିବା ଶୁଆ ପରି ପରାଧୀନର ସ୍ୱପ୍ନରେ ବି ସୁଖ ନାହିଁ

ସମକକ୍ଷ : ଅଧୀନ, ଅନ୍ୟ-ଅଧୀନ, ପରାଧୀନ

जो दूसरे के अधीन हो।

पराधीन व्यक्ति पिंजरे में बन्द तोते के समान होता है।
पराधीन सपनेउ सुख नाहीं।
अधीन, अन्याधीन, अपरवश, अबस, अवश, अस्वतंत्र, अस्वतन्त्र, ग़ुलाम, गुलाम, परतंत्र, परवश, पराधीन

Hampered and not free. Not able to act at will.

unfree