ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଣ୍ଠିବନ୍ଧନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଣ୍ଠିବନ୍ଧନ   ବିଶେଷ୍ୟ

ଅର୍ଥ : ଧାର୍ମିକ କାର୍ଯ୍ୟ ସମୟର ଏକ ରୀତି ଯେଉଁଥିରେ ସ୍ୱାମୀ ଓ ସ୍ତ୍ରୀଙ୍କ ଲୁଗାକାନିକୁ ବାନ୍ଧିଦିଆଯାଏ

ଉଦାହରଣ : ସତ୍ୟନାରାୟଣ ବ୍ରତ କଥା ଶୁଣିବାବେଳେ ପୂଜକ ଯଜମାନ ଦମ୍ପତିଙ୍କ ଗଇଣ୍ଠିଆଳ ପକାଇଦେଲେ

ସମକକ୍ଷ : ଗଇଣ୍ଠିଆଳ

धार्मिक कृत्य के समय एक रीति जिसमें पति और पत्नी के दुपट्टों को परस्पर बाँध देते हैं।

सत्यनारायण व्रत कथा सुनते समय हजामिन ने यजमान दंपति का गँठबंधन किया।
गँठजोड़, गँठबंधन, गँठबन्धन, गँठिबंधन, गँठिबन्धन, गठजोड़, गठबंधन, गठबन्धन, गठिबंधन, गठिबन्धन, गाँठ बँधाई

The prescribed procedure for conducting religious ceremonies.

ritual

ଅର୍ଥ : ବିବାହର ଏକ ରୀତି ଯେଉଁଥିରେ ବର ଓ କନ୍ୟାଙ୍କ ଲୁଗାକୁ ପରସ୍ପର ଗଣ୍ଠି ପକାଯାଇଥାଏ

ଉଦାହରଣ : ପଣ୍ଡିତ ମହାଶୟ ବରକନ୍ୟାଙ୍କ ଗଣ୍ଠିବନ୍ଧନ କରାଇଲେ

ସମକକ୍ଷ : ଗଣ୍ଠିବନ୍ଧା

विवाह की एक रस्म जिसमें वर और वधू के कपड़े को परस्पर बाँध देते हैं।

पंडितजी ने वर-वधू का गँठबंधन करवाया।
गँठजोड़, गँठबंधन, गँठबन्धन, गँठिबंधन, गँठिबन्धन, गठजोड़, गठबंधन, गठबन्धन, गठिबंधन, गठिबन्धन, गाँठ बँधाई

The prescribed procedure for conducting religious ceremonies.

ritual