ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଇଣ୍ଠିଆଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଇଣ୍ଠିଆଳ   ବିଶେଷ୍ୟ

ଅର୍ଥ : ଧାର୍ମିକ କାର୍ଯ୍ୟ ସମୟର ଏକ ରୀତି ଯେଉଁଥିରେ ସ୍ୱାମୀ ଓ ସ୍ତ୍ରୀଙ୍କ ଲୁଗାକାନିକୁ ବାନ୍ଧିଦିଆଯାଏ

ଉଦାହରଣ : ସତ୍ୟନାରାୟଣ ବ୍ରତ କଥା ଶୁଣିବାବେଳେ ପୂଜକ ଯଜମାନ ଦମ୍ପତିଙ୍କ ଗଇଣ୍ଠିଆଳ ପକାଇଦେଲେ

ସମକକ୍ଷ : ଗଣ୍ଠିବନ୍ଧନ

धार्मिक कृत्य के समय एक रीति जिसमें पति और पत्नी के दुपट्टों को परस्पर बाँध देते हैं।

सत्यनारायण व्रत कथा सुनते समय हजामिन ने यजमान दंपति का गँठबंधन किया।
गँठजोड़, गँठबंधन, गँठबन्धन, गँठिबंधन, गँठिबन्धन, गठजोड़, गठबंधन, गठबन्धन, गठिबंधन, गठिबन्धन, गाँठ बँधाई

The prescribed procedure for conducting religious ceremonies.

ritual