ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଣ୍ଠିବନ୍ଧା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଣ୍ଠିବନ୍ଧା   ବିଶେଷ୍ୟ

ଅର୍ଥ : ବିବାହର ଏକ ରୀତି ଯେଉଁଥିରେ ବର ଓ କନ୍ୟାଙ୍କ ଲୁଗାକୁ ପରସ୍ପର ଗଣ୍ଠି ପକାଯାଇଥାଏ

ଉଦାହରଣ : ପଣ୍ଡିତ ମହାଶୟ ବରକନ୍ୟାଙ୍କ ଗଣ୍ଠିବନ୍ଧନ କରାଇଲେ

ସମକକ୍ଷ : ଗଣ୍ଠିବନ୍ଧନ

विवाह की एक रस्म जिसमें वर और वधू के कपड़े को परस्पर बाँध देते हैं।

पंडितजी ने वर-वधू का गँठबंधन करवाया।
गँठजोड़, गँठबंधन, गँठबन्धन, गँठिबंधन, गँठिबन्धन, गठजोड़, गठबंधन, गठबन्धन, गठिबंधन, गठिबन्धन, गाँठ बँधाई

The prescribed procedure for conducting religious ceremonies.

ritual