ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୁଣ୍ଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୁଣ୍ଟି   ବିଶେଷ୍ୟ

ଅର୍ଥ : କାଠ ଜିନିଷ କଷିବାପାଇଁ ତା ଦେହରେ ବାଡ଼ିଆ ଯାଉଥିବା କାଠରେ ତିଆରି ଖିଲ

ଉଦାହରଣ : ମଜୁରିଆ କୋଦାଳ ବେଣ୍ଟ କଷିବାପାଇଁ ଖିଲ ବାଡଉଛି

ସମକକ୍ଷ : କିଳା, କୀଳ, କୀଳକ, ଗୋଜ

लकड़ी आदि का वह टुकड़ा जो काठ की चीजों को कसने के लिए उनमें ठोंक देते हैं।

मजदूर कुदाल को बैठाने के लिए उसमें पच्चड़ ठोंक रहा है।
पच्चड़, पच्चर, फन्नी

A block of wood used to prevent the sliding or rolling of a heavy object.

chock, wedge

ଅର୍ଥ : ଛାତକୁ ସାହାରା ଦେଉଥିବା ମୋଟା ଖମ୍ବ

ଉଦାହରଣ : ଖମ୍ବ ମଜଭୁତ ହେବା ଆବଶ୍ୟକ

ସମକକ୍ଷ : କଲମ, ଖୁମ୍ବ

छत को सहारा देने वाला मोटा खंभा।

अड़वाड़ का मज़बूत होना आवश्यक है।
अड़वाड़

ଅର୍ଥ : କାଠ ଚିରିବା ସମୟରେ କାଠରେ ଯେଉଁ ଖିଲ ଦିଆଯାଏ

ଉଦାହରଣ : କିଳା ବାଡ଼େଇ ଦେଲେ କାଠ ଚିରିବା ସହଜ ହୋଇଥାଏ

ସମକକ୍ଷ : କିଳା, କୀଳ, କୀଳକ, ଗୋଜ

वह पच्चड़ जिसको बढ़ई लकड़ी चीरते समय काठ में ठोंक देते हैं।

पहुन्नी ठोंक देने से लकड़ी चीरने में आसानी होती है।
पहुन्नी