ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୀଳକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୀଳକ   ବିଶେଷ୍ୟ

ଅର୍ଥ : କାଠ ଜିନିଷ କଷିବାପାଇଁ ତା ଦେହରେ ବାଡ଼ିଆ ଯାଉଥିବା କାଠରେ ତିଆରି ଖିଲ

ଉଦାହରଣ : ମଜୁରିଆ କୋଦାଳ ବେଣ୍ଟ କଷିବାପାଇଁ ଖିଲ ବାଡଉଛି

ସମକକ୍ଷ : କିଳା, କୀଳ, ଖୁଣ୍ଟି, ଗୋଜ

लकड़ी आदि का वह टुकड़ा जो काठ की चीजों को कसने के लिए उनमें ठोंक देते हैं।

मजदूर कुदाल को बैठाने के लिए उसमें पच्चड़ ठोंक रहा है।
पच्चड़, पच्चर, फन्नी

A block of wood used to prevent the sliding or rolling of a heavy object.

chock, wedge

ଅର୍ଥ : କାଠ ଚିରିବା ସମୟରେ କାଠରେ ଯେଉଁ ଖିଲ ଦିଆଯାଏ

ଉଦାହରଣ : କିଳା ବାଡ଼େଇ ଦେଲେ କାଠ ଚିରିବା ସହଜ ହୋଇଥାଏ

ସମକକ୍ଷ : କିଳା, କୀଳ, ଖୁଣ୍ଟି, ଗୋଜ

वह पच्चड़ जिसको बढ़ई लकड़ी चीरते समय काठ में ठोंक देते हैं।

पहुन्नी ठोंक देने से लकड़ी चीरने में आसानी होती है।
पहुन्नी

ଅର୍ଥ : କେଉଁଠି ବାଡ଼େଇବା ବା ପୋତିବା ପାଇଁ ଲୁହା ବା କାଠର କୀଳା

ଉଦାହରଣ : ଲୁଗା ଟାଙ୍ଗିବାପାଇଁ ରାମ କାନ୍ଥରେ କୀଳା ବାଡ଼େଇଲା

ସମକକ୍ଷ : କୀଳା, ଖିଲ

कहीं ठोंकने या गाड़ने के लिए लोहे या काठ की मेख।

राम ने कपड़े टाँगने के लिए दीवार में कील ठोंकी।
कील, कीलक, खिल्ली, वर्कट, शंकु, शङ्कु

Restraint that attaches to something or holds something in place.

fastener, fastening, fixing, holdfast