ଅର୍ଥ : କାଠ ଆଦିରେ ତିଆରି ଲେଖନ ଯାହା ସାହିରେ ବୁଡ଼ାଇ ବୁଡ଼ାଇ ଲେଖାଯାଏ
ଉଦାହରଣ :
ଛାତ୍ର ନରକଟ କଲମରେ ଲେଖୁଛି
ସମକକ୍ଷ : ପେନ୍
ଅର୍ଥ : ବୃକ୍ଷର ସେହି ଶାଖା ଯାହା ଅନ୍ୟ ଜାଗାରେ ପୋତିବା ବା ଅନ୍ୟ ଗଛରେ ଯୋଡ଼ିବା ନିମନ୍ତେ କଟାଯାଏ
ଉଦାହରଣ :
କଲମ ଉପାୟରେ ତିଆରି କରାଯାଇଥିବା ଗଛର ଫଳ ସ୍ୱାଦିଷ୍ଟ ଏବଂ ବଡ଼ ହୋଇଥାଏ
ଅର୍ଥ : ଚିତ୍ର ଅଙ୍କିତ କରିବାପାଇଁ କୌଣସି ବିଶେଷ ସ୍ଥାନ ବା ପରମ୍ପରାର ଶୈଳୀ
ଉଦାହରଣ :
ଏହା ଏକ ରାଜସ୍ଥାନୀ କଲମ
ଅର୍ଥ : ଯେଉଁ ଅସ୍ତ୍ରରେ ସୂକ୍ଷ୍ମ ଜିନିଷ କଟାଯାଏ ବା ଖୋଦେଇ ହୁଏ
ଉଦାହରଣ :
ସେ କଲମଦ୍ୱାରା ଶଙ୍ଖମଲମଲ ଉପରେ ରାମଙ୍କ ଚିତ୍ର ତିଆରି କରୁଛି
ସମକକ୍ଷ : ତୂଳୀ
ଅର୍ଥ : ବହି- ଖାତା ଆଦିରେ ଲେଖାଯାଉଥିବା କୌଣସି ଏକ ଶୀର୍ଷକ
ଉଦାହରଣ :
ଏଥିରେ ଗୋଟିଏ କଲମ ଛାଡ଼ି ହୋଇ ଯାଇଛି