ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖସିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖସିଯିବା   କ୍ରିୟାପଦ

ଅର୍ଥ : ମିଶି ଯାଇଥିବା ବା ଜଡ଼ିଯାଇଥିବା ବା ଲାଗି ଯାଇଥିବା ଜିନିଷ୍ଆଦିର ଅଲଗା ହେବା

ଉଦାହରଣ : କମିଜର ବୋତାମ ବାହାରି ଯାଇଛି ବହିର ପତ୍ର ବାହାରି ପଡ଼ିଛି ଯୋଡ଼େଇ କାରଣରୁ କାନ୍ଥର ସିମେଣ୍ଟ ଖସି ଯାଇଛି

ସମକକ୍ଷ : ଉଖାଡ଼ି ଯିବା, ପୃଥକ ହେବା, ବାହାରି ଯିବା

मिली, सटी या लगी हुई चीज़ आदि का अलग होना।

कमीज़ का बटन निकल गया है।
क़िताब के पन्ने निकल रहे हैं।
सीलन के कारण दीवार का सीमेंट उधड़ रहा है।
अलग होना, उकलना, उकिड़ना, उकिलाना, उखड़ना, उखरना, उचटना, उचड़ना, उचरना, उतरना, उधड़ना, टूटना, निकलना, पृथक होना

Come apart.

The two pieces that we had glued separated.
divide, part, separate

ଅର୍ଥ : ଚୁପ୍‌ହୋଇ ଚାଲିଯିବା

ଉଦାହରଣ : ସେ ମୋ ପଇସା ନେଇ ଖସିଗଲା

चुपके से चले जाना।

वह मेरा पैसा लेकर खिसक गया।
किड़कना, खिसक जाना, खिसकना, चलता बनना, निकल लेना, सटक जाना, सटक लेना, सटकना

To go stealthily or furtively.

..stead of sneaking around spying on the neighbor's house.
creep, mouse, pussyfoot, sneak

ଅର୍ଥ : ଚିକ୍କଣ ହେବା କାରଣରୁ କୌଣସି ବସ୍ତୁ ନିଜ ସ୍ଥାନରେ ରହି ନପାରିବା

ଉଦାହରଣ : ରାସ୍ତାରେ ଚାଲିବା ସମୟରେ ମୋ ଗୋଡ଼ ଖସିଗଲା ଓ ମୁଁ ପଡ଼ିଗଲି

ସମକକ୍ଷ : ଖସରି ପଡ଼ିବା, ପଡ଼ିଯିବା

चिकनाहट के कारण कोई वस्तु अपने स्थान पर ठहर न सकना।

सड़क पर चलते समय मेरा पैर फिसला और मैं गिर गया।
फिसलना, बिछलना, रपटना

Move obliquely or sideways, usually in an uncontrolled manner.

The wheels skidded against the sidewalk.
skid, slew, slide, slip, slue

ଅର୍ଥ : ପାସ୍‌ କରିବା

ଉଦାହରଣ : ମୁଁ ତିନିଟା ପେପରରେ ତ ଖସିଯିବି, କିନ୍ତୁ ଚତୁର୍ଥଟା ବିଷୟରେ କିଛି କହିପାରୁନି

ସମକକ୍ଷ : ଉତ୍ତୀର୍ଣ୍ଣହେବା, ପାସ୍‌ କରିବା

पास करना।

मैं तीन पेपर तो निकाल लूँगा पर चौथे के बारे में कह नहीं सकता।
निकालना

Go successfully through a test or a selection process.

She passed the new Jersey Bar Exam and can practice law now.
make it, pass