ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖର୍ପରଧାରିଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖର୍ପରଧାରିଣୀ   ବିଶେଷ୍ୟ

ଅର୍ଥ : ଶରୀର ଘନ ଅନ୍ଧାର ରାତି ଭଳି କଳା ଓ ମୁକୁଳା କେଶକୁ ନେଇ ସ୍ୱରୂପ ଧାରଣ କରୁଥିବା ମାଆ ଦୁର୍ଗାଙ୍କ ଏକ ରୂପ

ଉଦାହରଣ : କାଳରାତ୍ରୀ ପୂଜା ବିଧାନ ନବରାତ୍ରିର ସପ୍ତମ ଦିବସରେ କରାଯାଇଥାଏ

ସମକକ୍ଷ : କଙ୍କାଳିନୀ, କାଳରାତ୍ରୀ, କାଳିକା, କାଳୀ, ମହାରୌଦ୍ରୀ, ମୁକ୍ତକେଶୀ, ମୁଣ୍ଡମାଳିନୀ, ରେବତୀ, ଶ୍ୟାମା

माँ दुर्गा का एक रूप जिनका शरीर अँधेरी रात की तरह काला और बाल बिखरे हुए हैं।

कालरात्रि की पूजा का विधान नवरात के सातवें दिन होता है।
आद्या, कंकालिनी, काल-रात्रि, कालरात्रि, कालिका, कालिका देवी, काली, चंडकाली, महारौद्री, मुक्तकेशी, रेवती, श्यामा

The ultimate manifestation of Shakti, and the mother of all living beings. A fierce form of Goddess Durga.

kali