ଅର୍ଥ : ଶରୀର ଘନ ଅନ୍ଧାର ରାତି ଭଳି କଳା ଓ ମୁକୁଳା କେଶକୁ ନେଇ ସ୍ୱରୂପ ଧାରଣ କରୁଥିବା ମାଆ ଦୁର୍ଗାଙ୍କ ଏକ ରୂପ
ଉଦାହରଣ :
କାଳରାତ୍ରୀ ପୂଜା ବିଧାନ ନବରାତ୍ରିର ସପ୍ତମ ଦିବସରେ କରାଯାଇଥାଏ
ସମକକ୍ଷ : କଙ୍କାଳିନୀ, କାଳରାତ୍ରୀ, କାଳିକା, କାଳୀ, ଖର୍ପରଧାରିଣୀ, ମହାରୌଦ୍ରୀ, ମୁକ୍ତକେଶୀ, ମୁଣ୍ଡମାଳିନୀ, ରେବତୀ
ଅର୍ଥ : ବୃଷଭାନୁଙ୍କ ଯେଉଁ ଝିଅ କୃଷ୍ଣଙ୍କ ପ୍ରେମିକା ଥିଲେ
ଉଦାହରଣ :
ବହୁ କବି ରାଧା ଓ କୃଷ୍ଣଙ୍କ ପ୍ରେମର ଖୁବସୁନ୍ଦର ବର୍ଣ୍ଣନା କରିଛନ୍ତି
ସମକକ୍ଷ : କୃଷ୍ଣପ୍ରିୟା, କେଶବପ୍ରିୟା, ବୃନ୍ଦାବନେଶ୍ୱରୀ, ବୃଷଭାନବା, ରାଧା, ରାଧାରାଣୀ, ରାଧିକା, ରାସେଶ୍ୱରୀ