ଅର୍ଥ : ଶରୀର ଘନ ଅନ୍ଧାର ରାତି ଭଳି କଳା ଓ ମୁକୁଳା କେଶକୁ ନେଇ ସ୍ୱରୂପ ଧାରଣ କରୁଥିବା ମାଆ ଦୁର୍ଗାଙ୍କ ଏକ ରୂପ
ଉଦାହରଣ :
କାଳରାତ୍ରୀ ପୂଜା ବିଧାନ ନବରାତ୍ରିର ସପ୍ତମ ଦିବସରେ କରାଯାଇଥାଏ
ସମକକ୍ଷ : କଙ୍କାଳିନୀ, କାଳରାତ୍ରୀ, କାଳୀ, ଖର୍ପରଧାରିଣୀ, ମହାରୌଦ୍ରୀ, ମୁକ୍ତକେଶୀ, ମୁଣ୍ଡମାଳିନୀ, ରେବତୀ, ଶ୍ୟାମା
ଅର୍ଥ : ଏକ ଛୋଟ କଳା ପକ୍ଷୀ
ଉଦାହରଣ :
ଶ୍ୟାମା ପକ୍ଷୀର ସୁମଧୁର କଣ୍ଠ ବର୍ଷସାରା ଶୁଣିବାକୁ ମିଳେ
ସମକକ୍ଷ : କୃଷ୍ଣସାରିକା, ଶ୍ୟାମା ପକ୍ଷୀ