ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଳରାତ୍ରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଳରାତ୍ରୀ   ବିଶେଷ୍ୟ

ଅର୍ଥ : ଶରୀର ଘନ ଅନ୍ଧାର ରାତି ଭଳି କଳା ଓ ମୁକୁଳା କେଶକୁ ନେଇ ସ୍ୱରୂପ ଧାରଣ କରୁଥିବା ମାଆ ଦୁର୍ଗାଙ୍କ ଏକ ରୂପ

ଉଦାହରଣ : କାଳରାତ୍ରୀ ପୂଜା ବିଧାନ ନବରାତ୍ରିର ସପ୍ତମ ଦିବସରେ କରାଯାଇଥାଏ

ସମକକ୍ଷ : କଙ୍କାଳିନୀ, କାଳିକା, କାଳୀ, ଖର୍ପରଧାରିଣୀ, ମହାରୌଦ୍ରୀ, ମୁକ୍ତକେଶୀ, ମୁଣ୍ଡମାଳିନୀ, ରେବତୀ, ଶ୍ୟାମା

माँ दुर्गा का एक रूप जिनका शरीर अँधेरी रात की तरह काला और बाल बिखरे हुए हैं।

कालरात्रि की पूजा का विधान नवरात के सातवें दिन होता है।
आद्या, कंकालिनी, काल-रात्रि, कालरात्रि, कालिका, कालिका देवी, काली, चंडकाली, महारौद्री, मुक्तकेशी, रेवती, श्यामा

The ultimate manifestation of Shakti, and the mother of all living beings. A fierce form of Goddess Durga.

kali

ଅର୍ଥ : ପ୍ରଳୟ ରାତ୍ରୀ

ଉଦାହରଣ : ଧର୍ମଗ୍ରନ୍ଥ ଅନୁସାରେ ସଂସାରର ପ୍ରଳୟ କାଳରାତ୍ରୀରେ ହେବ

ସମକକ୍ଷ : କାଳ - ରାତ୍ରୀ

प्रलय की रात, जिसमें सारी सृष्टि नष्ट हो जाती है और जिसे ब्रह्मा की रात्रि भी कहते हैं।

धर्म ग्रन्थों के अनुसार कालरात्रि में सृष्टि की समाप्ति हो जायेगी।
काल-रात्रि, कालरात्रि

The time after sunset and before sunrise while it is dark outside.

dark, night, nighttime