ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେବତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେବତୀ   ବିଶେଷ୍ୟ

ଅର୍ଥ : ବଳରାମଙ୍କ ପତ୍ନୀ

ଉଦାହରଣ : ରେବତୀଙ୍କ ବର୍ଣ୍ଣନା ଭାଗବତରେ ଦେଖିବାକୁ ମିଳେ

बलराम की पत्नी।

रेवती का वर्णन भागवत में मिलता है।
रेवती

An imaginary being of myth or fable.

mythical being

ଅର୍ଥ : ଶରୀର ଘନ ଅନ୍ଧାର ରାତି ଭଳି କଳା ଓ ମୁକୁଳା କେଶକୁ ନେଇ ସ୍ୱରୂପ ଧାରଣ କରୁଥିବା ମାଆ ଦୁର୍ଗାଙ୍କ ଏକ ରୂପ

ଉଦାହରଣ : କାଳରାତ୍ରୀ ପୂଜା ବିଧାନ ନବରାତ୍ରିର ସପ୍ତମ ଦିବସରେ କରାଯାଇଥାଏ

ସମକକ୍ଷ : କଙ୍କାଳିନୀ, କାଳରାତ୍ରୀ, କାଳିକା, କାଳୀ, ଖର୍ପରଧାରିଣୀ, ମହାରୌଦ୍ରୀ, ମୁକ୍ତକେଶୀ, ମୁଣ୍ଡମାଳିନୀ, ଶ୍ୟାମା

माँ दुर्गा का एक रूप जिनका शरीर अँधेरी रात की तरह काला और बाल बिखरे हुए हैं।

कालरात्रि की पूजा का विधान नवरात के सातवें दिन होता है।
आद्या, कंकालिनी, काल-रात्रि, कालरात्रि, कालिका, कालिका देवी, काली, चंडकाली, महारौद्री, मुक्तकेशी, रेवती, श्यामा

The ultimate manifestation of Shakti, and the mother of all living beings. A fierce form of Goddess Durga.

kali

ଅର୍ଥ : ସପ୍ତବିଂଶତିତମ ନକ୍ଷତ୍ର

ଉଦାହରଣ : ଚନ୍ଦ୍ରର ପଥରେ ପଡ଼ୁଥିବା ଶେଷ ନକ୍ଷତ୍ରର ନାଁ ରେବତୀ

ସମକକ୍ଷ : ରେବତୀନକ୍ଷତ୍ର

सत्ताईसवाँ या अंतिम नक्षत्र।

रेवती चंद्रमा के पथ पर पड़नेवाला अन्तिम नक्षत्र है।
अंत्यभ, अन्त्यभ, पौष्ण, रेवती, रेवती नक्षत्र

ଅର୍ଥ : ଯେଉଁ ସମୟରେ ଚନ୍ଦ୍ର ରେବତୀ ନକ୍ଷତ୍ରରେ ଥାଏ

ଉଦାହରଣ : ପଣ୍ଡିତେ ରେବତୀ ନକ୍ଷତ୍ରରେ ଏହି କାମ କରିବାକୁ କହିଛନ୍ତି

वह समय जब चंद्रमा रेवती नक्षत्र में होता है।

पंडितजी ने रेवती नक्षत्र में यह काम करने को कहा है।
अंत्यभ, अन्त्यभ, पौष्ण, रेवती, रेवती नक्षत्र