ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଣ୍ଡନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଣ୍ଡନ   ବିଶେଷ୍ୟ

ଅର୍ଥ : ଭଙ୍ଗାରୁଜା କରିବା ପ୍ରକ୍ରିୟା

ଉଦାହରଣ : ମୂର୍ତ୍ତି ଭଙ୍ଗାରୁଜା କରୁଥିବା ଲୋକଙ୍କୁ ପୋଲିସ୍ ଧରି ନେଇଗଲା

ସମକକ୍ଷ : ଭଙ୍ଗାରୁଜା

तोड़ने-फोड़ने या काट-छाँट करने की क्रिया।

पुलिस मूर्ति खंडन में लगे हुए लोगों को पकड़कर ले गई।
अवदान, खंडन, खण्डन, विखंडन, विखण्डन

The act of breaking something.

The breakage was unavoidable.
break, breakage, breaking

ଅର୍ଥ : କାହାରି ବାକ୍ୟ ବା ସିଦ୍ଧାନ୍ତର ଖଣ୍ଡନ କରିବା ନିମନ୍ତେ ବା ତାହାର ବିରୋଧ କରିବାପାଇଁ କୁହାଯାଇଥିବା କଥା

ଉଦାହରଣ : ପୃଥିବୀ ସ୍ଥିର ଅଛି ଏବଂ ସୂର୍ଯ୍ୟ ଗତିମାନ, ସର୍ବ ପ୍ରଥମେ ଏହି କଥାର ପ୍ରତିବାଦ ସୁକରାତ କରିଥିଲେ

ସମକକ୍ଷ : ଉଚ୍ଛେଦ, ଉଚ୍ଛେଦନ, ପ୍ରତିବାଦ, ବିରୋଧ

किसी के वाक्य या सिद्धांत का खंडन करने के निमित्त या उसका विरोध करने के लिए कही हुई बात।

पृथ्वी स्थिर है और सूर्य गतिमान, इस बात का सर्वप्रथम प्रतिवाद सुकरात ने किया था।
अपनय, अपनयन, अपनोदन, अपवाद, उच्छेद, उच्छेदन, खंडन, खण्डन, टिरफिस, प्रतिवाद, विरोध

A defendant's answer or plea denying the truth of the charges against him.

He gave evidence for the defense.
defence, defense, demurrer, denial